July 1, 2025
Home » Tiny tots play ସ୍କୁଲ ର 17 ତମ ବାର୍ଷିକ ଉତ୍ସବ

Tiny tots play ସ୍କୁଲ ର 17 ତମ ବାର୍ଷିକ ଉତ୍ସବ

0
WhatsApp Image 2025-01-30 at 3.59.13 PM

ସେନାପତି ବଗିଚା ସ୍ଥିତ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣ ରେ ଥିବା ମଞ୍ଚ ରେ Tiny tots play ସ୍କୁଲ ର 17 ତମ ବାର୍ଷିକ ଉତ୍ସବ ମହା ଆଡମ୍ବର ରେ ପାଳନ କରାଯାଇଛି ଏଥିରେ ବରେନ୍ୟ ବିଶେଷ ଅତିଥି ଭାବେ ଓଡ଼ିଆ ସିନେ ଜଗତ ର ସଂଗୀତ ନିର୍ଦେଶକ ଶ୍ରୀଯୁକ୍ତ ଅଭିଜିତ ମଜୁମଦାର, ସମାନସ୍ପଦ ଅଧକ୍ଷ ଶ୍ରୀ କୈଳାଶ ଚନ୍ଦ୍ର ଟିକାୟତିରୟ ,ମୁଖ୍ୟ ଅତିଥି ଶ୍ରୀ ବିଶ୍ୱନାଥ ଦାଶ,ମୁଖ୍ୟ ବକ୍ତା ଶ୍ରୀ ଚକ୍ରଧର ମହାପାତ୍ର, ସନ୍ନମାନିତ ଅତିଥି ବିଭୁତି ସେଠି, ଅନୁଷ୍ଠାନ ର ସଭାପତି ଶ୍ରୀ ସ୍ୱପ୍ନେନ୍ଦୁ ରାଉତ, ସମ୍ପାଦିକା ଶ୍ରୀମତୀ ପ୍ରଭାତୀ ରାଉତ ଉପସ୍ଥିତ ଥିଲେ l

ଏହି କାର୍ଯ୍ୟକର୍ମ କୁ ଉପସ୍ଥାପନା କରିଥିଲେ ଶ୍ରୀ ଶେଷଦେବ ସାହୁ, କାର୍ଯ୍ୟକ୍ରମ କୁ ସୁନ୍ଦର କରି ଥିଲେ ନୃତ୍ୟ ଗୁରୁ ଅମିତ ଚଟର୍ଜି, ହରେକୃଷ୍ଣ ମିଶ୍ର ଏବଂ ବିଶ୍ୱଜିତ ମହାନ୍ତି, ବିଦ୍ୟାଳୟ ର ଶିକ୍ଷୟତ୍ରୀ ରୋଜାଲିନ ସେନାପତି, ଶ୍ରେୟଶ୍ରୀ ମହାନ୍ତି, ବିନତି ଷଡ଼ଙ୍ଗୀ, ବିଦ୍ୟାଳୟ ର ସହଯୋଗୀ ଡଲି ପାଇକରାୟ ଓ ରାଲ୍ଲୀ ଆଚାରୟୀ. ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ, ସେମାନଙ୍କ ଅବିଭାବକ ଏବଂ ସ୍ଥାନୀୟ ବାସି ବହୁଳ ମାତ୍ରା ରେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *