February 3, 2026
Home » Udeesha Festival ରେ ଏକ ୨୨ଫୁଟ ଓସାର ଏବଂ ୧୦ ପୁଟ ଉଚ୍ଚତା ବିଶିଷ୍ଟ ବାଲୁକା କଳା ନିର୍ମାଣ

Udeesha Festival ରେ ଏକ ୨୨ଫୁଟ ଓସାର ଏବଂ ୧୦ ପୁଟ ଉଚ୍ଚତା ବିଶିଷ୍ଟ ବାଲୁକା କଳା ନିର୍ମାଣ

0
WhatsApp Image 2026-01-24 at 5.11.02 PM

ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଉତ୍ତରପ୍ରଦେଶ ର ମୁରଦାବାଦ ସହର ଠାରେ ଉତ୍ତର ପ୍ରଦେଶ ଦିବସ ଅବସରରେ Udeesha Festival ରେ ଏକ ୨୨ଫୁଟ ଓସାର ଏବଂ ୧୦ ପୁଟ ଉଚ୍ଚତା ବିଶିଷ୍ଟ ବାଲୁକା କଳା ନିର୍ମାଣ କରିଛନ୍ତି |ଏହି ବାଲୁକା କଳା ରେ ଉତ୍ତାପ୍ରଦେଶ ର କଳା, ସଂସ୍କୃତି ଓ ପରମ୍ପରା କୁ ଆଧାର କରି ଅତି ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି| ଏହାକୁ ନିର୍ମାଣ କରିବାକୁ ମାନସ ସାହୁ ଙ୍କୁ ୧୦ ଘଣ୍ଟା ସମୟ ଲାଗିଥିଲା |

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *