July 2, 2025
Home » ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ସୌଜନ୍ୟରେ ରେ ବିକାଶ ବାହନ ଯାତ୍ରା ଶୁଭ ଉଦଘାଟିତ

ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ସୌଜନ୍ୟରେ ରେ ବିକାଶ ବାହନ ଯାତ୍ରା ଶୁଭ ଉଦଘାଟିତ

0
WhatsApp Image 2025-06-16 at 10.55.25 AM

ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ସୌଜନ୍ୟରେ ରେ ବିକାଶ ବାହନ ଯାତ୍ରା ଶୁଭ ଉଦଘାଟିତ ହୋଇଯାଇଛି।ମାନ୍ୟବର ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଶୀ ଙ୍କ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପତାକା ଦେଖାଇ ବିକାଶ ବାହନ ଯାତ୍ରା ଶୁଭ ଉଦ୍ଘାଟନ କରିଥିଲେ।ନଗରପାଳ ଅଶୋକ କୁମାର ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷା ଶ୍ରୀମତୀ ମନିଷା ମିଶ୍ର, ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କୁମାର ଖିଲୋ,ସମସ୍ତ ପାରିଷଦ ବୃନ୍ଦ, ସ୍ୱଚ୍ଛ ସାଥୀ ଓ ସୁପର ଭାଇଜର, ସ୍ୱଚ୍ଛ କର୍ମଚାରୀ ଓ ସୁପର ଭାଇଜର ତଥା ଭାରତୀୟ ଜନତା ପାର୍ଟି ନଗର ମଣ୍ଡଳ ଧର୍ମଗଡ ନଗର ସଭାପତି ସୌରଭ ମିତ୍ତଲ, ମନୀନ୍ଦ୍ର ଭୂଷଣ ପାତ୍ର, ଡମ୍ବରୁଧର ଠାକୁର, ବିଭୂତି ଯୋଶୀ, ଘନଶ୍ୟାମ ଭାଟି,ହେମନ୍ତ କୁମାର ମାଝୀ, ପ୍ରବୀଣ କୁମାର ପଣ୍ଡା,ପଣ୍ଡୁ ପାତ୍ର ସ୍ଥାନୀୟ ବୁଦ୍ଧିଜିବୀ ଆଚାର୍ଯ୍ୟ ହୃଷୀକେଶ ମିଶ୍ର ସମେତ ବହୁ କର୍ମକର୍ତ୍ତା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମକୁ MIS CP ଆଶିଷ କୁମାର ପଣ୍ଡା,ଗୋଷ୍ଠୀ ସଂଗଠକ ଯଶୋବନ୍ତ ମହାପାତ୍ର, କନିଷ୍ଠ ସହାୟକ ରବୀନ୍ଦ୍ରନାଥ ପରିଡ଼ା,ସୁମେଶ୍ୱର ମହାପାତ୍ର, ଦୁଷ୍ମନ୍ତ ଧଙ୍ଗଡମାଝୀ,ମନୋରଞ୍ଜନ ନାଗ ସହଯୋଗ କରିଥିଲେ।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *