December 3, 2025
Home » ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ବିଭାଗ ପକ୍ଷରୁ ବିଭାଗ ଅଭ୍ୟାସ ବର୍ଗ ସୋନପୁର ଠାରେ ଅନୁଷ୍ଠିତ

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ବିଭାଗ ପକ୍ଷରୁ ବିଭାଗ ଅଭ୍ୟାସ ବର୍ଗ ସୋନପୁର ଠାରେ ଅନୁଷ୍ଠିତ

0
WhatsApp Image 2025-11-25 at 11.35.20 AM (1)

ସୁବର୍ଣ୍ଣପୁର: ଗତ 22 ଓ 23 ନଭେମ୍ବର 2025 ରେ ବଲାଙ୍ଗିର ବିଭାଗ ଅଭ୍ୟାସ ବର୍ଗ ସୋନପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବଲାଙ୍ଗିର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲା ର ପ୍ରାୟ 120 ଛାତ୍ର ନେତା ଯୋଗ ଦେଇ ଥିବା ବେଳେ ମୁଖ୍ୟ ଅତିଥି ଭାବରେ ଏବିଭିପି ଓଡ଼ିଶା ପଶ୍ଚିମ ପ୍ରାନ୍ତ ର ପ୍ରାନ୍ତ ସଙ୍ଗଠନ ମନ୍ତ୍ରୀ ନିକୁଞ୍ଜ ବିହାରୀ ପଣ୍ଡା ଉପସ୍ଥିତ ଥିଲେ l

ଦୁଇ ଦିନ ଧରି ଏବିଭିପି ର କାର୍ଯ୍ୟ ପଦ୍ଧତି ଏବଂ ନୀତି ଓ ଆଦର୍ଶ ବିଷୟ ରେ ଚର୍ଚ୍ଚା ହେଇଥିଲା l ଏହି କାର୍ଯ୍ୟକ୍ରମ କୁ ସୂଚାରୁ ରୁପେ ସମ୍ପାଦନ କରିବା ବା ପାଇଁ ବ୍ୟବସ୍ଥା ପ୍ରମୁଖ ଶ୍ରୀ ଚନ୍ଦନ ପ୍ରହରାଜ, ଅବିନାଶ ସାହୁ , ବିକାଶ ସାହୁ ନେତୃତ୍ୱ ନେଇଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *