July 5, 2025
Home » ଆନ୍ତଃରାଜ୍ୟ ଟି- ୨୦ ଦିବାରାତ୍ର କ୍ରିକେଟ୍ ଟୁର୍ଣାମେଣ୍ଟ୍

ଆନ୍ତଃରାଜ୍ୟ ଟି- ୨୦ ଦିବାରାତ୍ର କ୍ରିକେଟ୍ ଟୁର୍ଣାମେଣ୍ଟ୍

0
kricket-brahm

୧୯ ତାରିଖଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଲିଡ୍ସ ସ୍ପୋଟିଂ କ୍ଲବ୍ର ଆନୁକୁଲ୍ୟରେ ପ୍ରଥମ ଭାରତ ରନ୍ ଅଟଳ ବିହାରୀ ବାଜପେୟୀ ମେମୋରିଆଲ୍ ଆନ୍ତଃରାଜ୍ୟ ଟି- ୨୦ ଦିବାରାତ୍ର କ୍ରିକେଟ୍ ଟୁର୍ଣାମେଣ୍ଟ୍ ବ୍ରହ୍ମପୁର ସ୍ଥିତ ମହାତ୍ମାଗାନ୍ଧି ଷ୍ଟାଡ଼ିୟମ୍ ଠାରେ ଅନୁଷ୍ଠିତ ହେବ ।

ଏହି ଟୁର୍ନାମେଣ୍ଟରେ ଓଡ଼ିଶା ଓ ଓଡ଼ିଶା ବାହାର ଦଳ ସହ ୧୨ଟି ଦଳ ଅଂଶଗ୍ରହଣ ହଣ କରୁଛନ୍ତି । ଇଷ୍ଟକୋଷ୍ଟ ରେଲ୍‌ୱେ, ପ୍ରଗତି ସ୍ପୋଟିଂ କ୍ଲବ୍ (ଭୁବ ଭୁବନେଶ୍ବର), ସମ୍ବଲପୁର କ୍ରିକେଟ୍ ଦଳ, ଜଗନ୍ନାଥ କ୍ରିକେଟ୍ କ୍ଲବ୍ (ଭଦ୍ରକ), ଭାସୁପଲ୍ଲୀ ଏନ୍‌ସିଏ (ଭାଇଜାଗ୍) ନାଗ୍), ରାଇଜିଂ ଷ୍ଟୁଡ଼େଣ୍ଟସ୍ (କଟକ), ପ୍ରୋଗେସିଭ୍ କ୍ରିକେଟ୍ କ୍ଲବ୍ (ଝାରସୁଗୁଡ଼ା), ରା.ଏସ୍.ଏ (ରାଉରକେଲା), ଯୁଭେନାଇଲ୍ କ୍ରିକେଟ୍ କ୍ଲବ୍ କ୍ଲବ୍ (କଟକ), ସେର୍‌ସା ସିକେପି (ଛତିଶଗଡ଼) ଦଳ ସହ ଆମ ଆଞ୍ଚଳିକର ଦୁଇଟି ଦଳ ଗଞ୍ଜାମ ରେଡ଼୍ ରେଡ଼୍ ଓ ଓ ଗଞ୍ଜାମ୍ ବ୍ଲୁ ପ୍ରମୁଖ ଦଳ ଭାଗ ନେଉଛନ୍ତି

ଏହି ଜିଲ୍ଲାରେ କ୍ରିକେଟ୍ର ଗଞ୍ଜାମ ଜିଲ୍ଲା ଯୁବ ପ୍ରତିଭା ଖେଳାଳୀମାନେ ତାଙ୍କ ଖେଳ ପ୍ରଦର୍ଶନ କରିପାରୁନାହାନ୍ତି । ଏହାକୁ ଆଖି ଆଗରେ ରଖି ଏହି ଟୁର୍ଣାମେଣ୍ଟରେ ଦୁଇଟି ଯୁବଦଳକୁ ସୁଯୋଗ ଦିଆଯାଇଛି । ଏହାର ଫାଇନାଲ୍ ମ୍ୟାଚ୍ ଡିସେମ୍ବର ୨୫ ତାରିଖ ଦିନ ଯଥା ଅଟଳ ବିହାରି ବାଜପେୟୀଙ୍କର ଜନ୍ମଦିନରେ ଅନୁଷ୍ଠିତ ହେବ । ଟୁର୍ଣାମେଣ୍ଟ ର ବିଜେତା ଦଳକୁ ଟ୍ରଫି ସହ ଏକ ଲକ୍ଷ ଟଙ୍କା ଓ ଓ ଉପବିଜେତାଙ୍କୁ ଉ ଟ୍ରଫି ସହ ୫୦,୦୦୦ ଟଙ୍କା ପ୍ରଦାନ କରାଯିବ । ଏହା ସହ ପ୍ରତ୍ୟେକ ମ୍ୟାନ୍ ଅଫ୍ ଦା ମ୍ୟାଚ୍ ପୁରସ୍କାର ସହ ବେଷ୍ଟ ବ୍ୟାଟ୍‌ସ୍ ମ୍ୟାନ, ବେଷ୍ଟ ବୋଲର, ବେଷ୍ଟ ଫିଲଡ଼ର ଏବଂ ମ୍ୟାନ୍ ଅଫ୍ ଦା ସିରିଜ୍ର । ପୁରସ୍କାର ରଖାଯାଇଛି । ଏହି ଟୁର୍ଣାମେଣ୍ଟକୁ ସଫଳ କରିବା ପାଇଁ ବ୍ରହ୍ମପୁରର କ୍ରିକେଟ୍ ପ୍ରେମୀ, ଜନସାଧାରଣ ଓ ସାମ୍ବାଦିକ ଭାଇମାନଙ୍କୁ ସଂପୂର୍ଣ ରୁପେ ସହଯୋଗ କରିବା ପାଇଁ ଟୁର୍ଣ୍ଣାମେଣ୍ଟର ଅଧ୍ଯକ୍ଷଙ୍କ ସହ ସମସ୍ତ ସଭ୍ୟ ସଭ୍ୟ ସହଯୋଗ କାମନା କରୁଛନ୍ତି । ଆଜିର ଏହି ପ୍ରେସ୍‌ମିଟ୍‌ରେ ଟୁର୍ଣାମେଣ୍ଟ୍ର ଅଧ୍ୟକ୍ଷ ବିଧାୟକ ଶ୍ରୀ କେ.ଅନିଲ୍ କୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟ କ୍ରମରେ ସଂଗଠକ ସଚିବ ଇଂ. ମନୋଜ ଦଣ୍ଡପାଟ, ପରାମର୍ଶ ଦାତା ଜେ.କାମେଶ୍ଵର ରାଓ, ଶ୍ରୀ ତାରିଣୀ ସାମନ୍ତରାୟଙ୍କ ସମେତ ଟୁର୍ଣ୍ଣାମେଣ୍ଟର ସଭ୍ୟ ସିଦ୍ଧାନ୍ତ ଗଙ୍ଗଦେବ, ଭିଭିନେଶ ପାତ୍ର, ଜି.ନବୀନ କୁମାର, ସୁଲଭ ପଣ୍ଡା, କେ.ରବି କୁମାର, ରାଜନାରାୟଣ ପାତ୍ର, ଭବାନୀ ମହାନ୍ତି, ସତ୍ୟବ୍ରତ ସାହୁ ଓ ବିଶ୍ଵବନ୍ଧୁ ପାଢ଼ୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *