ଆନ୍ତର୍ଜାତୀକ ଚା ଦିବସ ପାଳିତ

ଭୁବନେଶ୍ୱର: ସ୍ଥାନୀୟ ଜୟଦେବ ଭବନ ନିକଟରେ ଆନ୍ତର୍ଜାତୀୟ ଚା ଦିବସ ଉପଲକ୍ଷେ ଏକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ବର୍ଗର ପ୍ରତିନିଧିମାନେ ଉପସ୍ଥିତ ରହି ଚାହାର ମହତ୍ୱ ଓ ବ୍ୟବହାର ସମ୍ପର୍କରେ ଆଲୋଚନା କରିଥିଲେ।
ଏହି ଅବସରରେ ଚାହା ଦୋକାନୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )