July 6, 2025
Home » ଆମ ଓଡ଼ିଶା ନବୀନ ଓଢିଶା ଗୃହ ନିର୍ମାଣ

ଆମ ଓଡ଼ିଶା ନବୀନ ଓଢିଶା ଗୃହ ନିର୍ମାଣ

0
WhatsApp Image 2024-11-17 at 5.09.30 PM

ଆମ ଓଡ଼ିଶା ନବୀନ ଓଢିଶା ଗୃହ ନିର୍ମାଣ କାର୍ଯ୍ୟ ପାଇଁ ଜାଗା ଚିହ୍ନଟ ପାଇଁ ପ୍ରଥମେ ଆର ଆଇ ଙ୍କ ରିପୋର୍ଟ ଆଧାରରେ ତହସିଲଦାର ତାପରେ ବ୍ଲକ ବି ଡି ଓ- ଭଲଭାବେ ଜାଣିବେ ବ୍ଲକ ଚେୟାରମେନ ଏତିକି ଜଣ ଅଧିକାରୀ ମାନଙ୍କ ଜଣାତରେ ଗୃହ କାର୍ଯ୍ୟ ର କାର୍ଯ୍ୟାଦେଶ ଡିପାଟମେଣ୍ଟ_ ନାମରେ ହେଲେ ସମସ୍ତେ ଏହି ପଟ୍ଟା ଜମି ରେ ଗୃହ କାର୍ଯ୍ୟ କଥା ଅଲ୍ଲୀ ବହୁତ ଅଭିଯୋଗ ବିଷୟରେ ଅବଗତ ଥିବା ଅଭିଯୋଗ କାରିଙ୍କ ଦୃଢ଼ ଦାବି ହେଉଛି ବର୍ତ୍ତମାନ ରାଜ୍ୟରେ ପ୍ରଥମଥର ପାଇଁ ବି ଜେ ପି ଦଳର ନୂତନ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଙ୍କ ଦ୍ଵାରା ନବ ନିର୍ମିତ ହେଉଥିବା ଆମ ଓଡ଼ିଶା ନବୀନ ଓଢିଶା ଗୃହ ନିର୍ମାଣ କାର୍ଯ୍ୟ ତଦନ୍ତ ପାଇଁ ଜିଲ୍ଲାପାଳ ଙ୍କ ଜରିଆରେ ଭିଜିଲାନ୍ସ ତଦନ୍ତ ପାଇଁ ନିଦ୍ଧେର୍ଶ ଦେବେ ବୋଲି ବୁଦ୍ଧିଜୀବୀ ମହଲ ଠାରୁ ଆରମ୍ଭ କରି ସାଧାରଣରେ ଦାବି ହେଉଛି l

ପ୍ରମୋଦ କୁମାର ନାୟକ ଫୁଲବାଣୀ ଇ ପି ଏ

Leave a Reply

Your email address will not be published. Required fields are marked *