December 19, 2025
Home » ଉତ୍ସାହ ଓ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଛି ୪୨ତମ ଶିଶୁ ମହୋତ୍ସବ

ଉତ୍ସାହ ଓ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଛି ୪୨ତମ ଶିଶୁ ମହୋତ୍ସବ

0
WhatsApp Image 2025-12-06 at 10.35.50 AM

 

ବିଦ୍ୟାଳୟରେ  ଉତ୍ସାହ ଓ ଉଲ୍ଲାସର ସହିତଅନୁଷ୍ଠିତ ହୋଇଛି ୪୨ତମ ଶିଶୁ ମହୋତ୍ସବ। ଏହି ଅବସରରେ ୩୦ରୁ ଅଧିକ ଶିଶୁ ନିଜ ଦକ୍ଷତା ଓ ପ୍ରତିଭା ଦେଖାଇଥିଲେ।

ବିଦ୍ୟାଳୟର ପୂର୍ବତନ ଛାତ୍ରୀ ଅଦ୍ୟାଶା ପ୍ରିୟଦର୍ଶିନୀ ( ଉତ୍କଳ ସଂଗୀତ ମହାବିଦ୍ୟାଳୟ ର ବର୍ତ୍ତମାନ ଛାତ୍ରୀ)ଯାହାଙ୍କ ଦୁଇଟି ନବୀନ ପୁସ୍ତକର (ସାଧାରଣ ଜ୍ଞାନ କୋଷ , କାହିଁକି ବହି ) ଆଜି ହୋଇଛି ଗରିମାମୟ ଉନ୍ମୋଚନ।

ଅନୁଷ୍ଠାନଟି ସୁଚାରୁ ଭାବେ ଆୟୋଜନ କରିଥିଲେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ସମସ୍ତ ଛାତ୍ରଛାତ୍ରୀ।ଏହି ସହିତ ବିଦ୍ୟାଳୟର SMC ଅଧ୍ୟକ୍ଷା ବିରୋଜିନୀ ସମନ୍ତରାୟ ମଧ୍ୟ ଉପସ୍ଥିତ ଥିଲେ,ଏବଂ ସେ ନିଜ ଆଶୀର୍ବାଦ ଓ ଉତ୍ସାହବର୍ଦ୍ଧକ ମନ୍ତବ୍ୟ ରେ ସମସ୍ତଙ୍କୁ ପ୍ରେରିତ କରିଥିଲେ।ଅନୁଷ୍ଠାନର ଶେଷରେ ଗଣେଶ ପ୍ରୁଷ୍ଟି ଧନ୍ୟବାଦ ଜଣାଇ ସଭାର ଶେଷ ଘୋଷଣା କରିଥିଲେ।

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *