December 22, 2025
Home » ଋଷୁଡ଼ା ଫାଣ୍ଡିରେ ନୂତନ ଫାଣ୍ଡି ଅଧିକାରୀ ଭାବରେ ଅରୋପ ରଞ୍ଜନ ବାରିକଙ୍କ   ଯୋଗଦାନ

ଋଷୁଡ଼ା ଫାଣ୍ଡିରେ ନୂତନ ଫାଣ୍ଡି ଅଧିକାରୀ ଭାବରେ ଅରୋପ ରଞ୍ଜନ ବାରିକଙ୍କ   ଯୋଗଦାନ

0
WhatsApp Image 2025-09-15 at 8.55.11 PM

ଭେଡେନ ଥାନା ଋଷୁଡ଼ା ଫାଣ୍ଡିରେ ନୂତନ ଫାଣ୍ଡି ଅଧିକାରୀ ଭାବରେ ଅରୋପ ରଞ୍ଜନ ବାରିକ ଯୋଗଦାନ କରିଛନ୍ତି।ସେ ଆଗରୁ ବରଗଡ ହେଡ଼ କୁଆଟର ରେ କାର୍ଯ୍ୟରତ ଥିଲେ। ଭେଡେନ ତଥା ଋଷୁଡ଼ା ଅଞ୍ଚଳବାସୀ ଙ୍କ ସେବା କରିବା ତାଙ୍କର ପ୍ରଥମ କର୍ତ୍ତବ୍ୟ ବୋଲି ସେ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି।

ଏହି ଅବସରରେ ଫାଣ୍ଡିରେ କର୍ମଚାରୀ  ମାନେ ନୂତନ  ଅଧିକାରୀ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଋଷୁଡ଼ାରେ ଥିବା  ଫାଣ୍ଡି ଅଧିକାରୀ ପ୍ରମୋଦ ସାହୁ ଙ୍କୁ  ସୋହେଲା ଥାନାକୁ ବଦଳି ହୋଇଛି!

 

ଭେଡେନ ରୁ ହରିଶଙ୍କର ବେହେରାଙ୍କ ରିପୋଟ ଇପିଏ ନ୍ଯୁଜ

Leave a Reply

Your email address will not be published. Required fields are marked *