February 5, 2026
Home » କଇ଼଼ଝର ଠାରେ ମାଁ ପାଟ୍ଟଖଣ୍ଡା ,ହୁମାଦେଇ ଅଗ୍ନି ଉତ୍ସବ ପାଳିତ

କଇ଼଼ଝର ଠାରେ ମାଁ ପାଟ୍ଟଖଣ୍ଡା ,ହୁମାଦେଇ ଅଗ୍ନି ଉତ୍ସବ ପାଳିତ

0
WhatsApp Image 2026-02-05 at 8.31.17 AM

କଇ଼଼ଝର ଠାରେ ମାଁ ପାଟ୍ଟଖଣ୍ଡା ,ହୁମାଦେଇ ଅଗ୍ନି ଉତ୍ସବ ପାଳିତ ଫୁଲବାଣୀ ଇ ପି ଏ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଞ୍ଚଳ ରେ କଇ଼଼ଝର ଗ୍ରାମ ପଞ୍ଚାୟତ ରେ ବାହାନ କାଳରୁ ପାଳିତ ହୋଇଆସୁଛି। ଦୀର୍ଘ ବର୍ଷ ହେବ ଆବାଳ ବୃଦ୍ଧ ବନିତା ଏହି ଅଗ୍ନି ଉତ୍ସବ ପାଳିତ ରେ କେତେ ମସିହାରୁ ପାଳନ କରାଯାଉଛି ହେଲେ ବୁଢ଼ା ମାନେ ଜଗତରେ ନାହାନ୍ତି। ଦୀର୍ଘ ବର୍ଷ ଧରି ପାଳନ ହେଉଛି ହେଲେ ମା ପାଟ୍ଟଖଣ୍ଡା ହୁମାଦେଇ ଅଗ୍ନି ଉତ୍ସବ ପାଳିତ ହେଉଛି। କଇ଼଼ଝର ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ପ୍ରକାଶ କହଁର ଙ୍କ ପରୋକ୍ଷ ଓ ପ୍ରତ୍ୟକ୍ଷ ଜ୍ଞାନ ଅର୍ଜନ ରେ ସରପଞ୍ଚ ଙ୍କ ଆତ୍ମ ଜୀବନୀ ଅମୃତ ପ୍ରେମ ରେ ପ୍ରକାଶ କହଁର ଙ୍କ ସ୍ବାଧୀନତା କଇ଼଼ଝର ପଞ୍ଚାୟତ ରେ ଆଜକୁ ଉନ୍ନତୀ ଘଟିଛି।ଏହି ୨୦୨୬ ବର୍ଷ ମାଁ ପାଟ୍ଟଖଣ୍ଡା ହୁମାଦେଇ ଅଗ୍ନି ଉତ୍ସବ ରେ ପ୍ରଥମ ଦିବସରେ ବି. ଜେ.ପି ଦଳର କନ୍ଧମାଳ ଜିଲ୍ଲା ସଭାପତି ପଣ୍ଡିତ ଵିସିମାଝୀ ଙ୍କ ପ୍ରଥମେ ଉଦଘାଟନ ଉତ୍ସବରେ କଇ଼଼ଝର ପଞ୍ଚାୟତ ପାଇଁ ସ୍ବାଗତ ଏହି ଅବସର ରେ ଟିକାବାଲି ରୁ ସ୍ଥାନୀୟ ନେତା ବି.ଜେ.ପି ରାଜ୍ୟର ଏ. ସି ସେଲ ” ଉପସଭାପତି ରାମବିଶି ଦିଗାଲ, ପୂର୍ବତନ କଂଗ୍ରେସ କଂଗ୍ରେସର ବିଧାୟକ ଥିଲେ।ଏବେ କୁଆଡେ଼ ବି.ଜେ.ପି କ ଶ୍ରୀ ଉତ୍ସ କର୍ମୀ ପୂର୍ବତନ ବିଧାୟିକା ଙ୍କ ରଣନୀତି ଅଧାଢିପରେ ହଦାଖାଲରେ ଆଗାମୀ ନିର୍ବାଚନରେ କଥା କହିବ । ଟିକାବାଲି ବ୍ଲକ ରେ ଥାନା ଅଧୀନରେ କେହିବି ସରକାରୀ ଙ୍କ ଉପସ୍ଥିତି ନାହଁ। ପ୍ରଥମ ଦିବସରେ ଟିକାବାଲି ବ୍ଲକ ଅଧ୍ୟକ୍ଷ ଦୀଲୀପ କହଁର,ଲଗା ମୂଖ୍ୟା ବିଜୟ କୁମାର ବିଷୋୟୀ ଙ୍କ ସଭାପତି ରେ ଦୀର୍ଘ ବର୍ଷ ଧରି ପାଳନ ହେଉଛି। ଦୀର୍ଘ ବର୍ଷ ପରେ କଇ଼଼ଝର ପଞ୍ଚାୟତ ରେ ପାଳନ ହେଉଥିବା ମାଁ ପାଟ୍ଟଖଣ୍ଡା ହୁମାଦେଇ ଅଗ୍ନି ଉତ୍ସବ ନୀତି ବାଣୀ ଓ କଂଗ୍ରେସ ସାଗର ବିଜେ କଂଗ୍ରେସ ଦଳରେ ଜିଲ୍ଲା ରେ ଅଗ୍ନଉତ୍ସବ ନୀତି ପାଇଁ କୁଣ୍ଡ କରିଦେବା ପାଇଁ ପ୍ରତିଶୃତି କଂଗ୍ରେସ ଦଳରୁ ଟିକାବାଲି ବ୍ଲକ କଂଗ୍ରେସ ଦଳରୁ ଜିଲ୍ଲା ଙ୍କଙ୍କବରିଷ୍ଟ ନେତା ସମିର ଭୋଇ,  ପ୍ରଥମ ଦିବସରେ କଇ଼଼ଝର ପଞ୍ଚାୟତ ଯୁବକ ମାନଙ୍କୁ ନେଇ ସାମାଜିକ ନାଟକ , ମଣିଷ ଖେଳୁଛି କଣ୍ଢେଇ ନାଚ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ କଇ଼଼ଝର ପଞ୍ଚାୟତ ପୂର୍ବତନ ସରପଞ୍ଚ ପ୍ରକାଶ କହଁର ଙ୍କ ସହଯୋଗ ଅଞ୍ଚଳ ପାଇଁ ଶୁଭ ସମ୍ପାଦକ ଏଠାକୁ ସଂପୂର୍ଣ୍ଣ ରୂପେ ସହଯୋଗ ଆମ୍ମିୟତା ନେଇ ଉତ୍ସାହ ଦେଖି ଗ୍ରାମବାସୀମାନେ ତାଙ୍କୁ ଉତ୍ସାହିତ କରୁଥିଲେ।ଦେଖିବା କଂଗ୍ରେସ ଦଳରୁ ଜିଲ୍ଲା ସଭାପତି ଚନ୍ଦ୍ରଶେଖର ପରିଡ଼ା,  କଂଗ୍ରେସ ଦଳରୁ ଜିଲ୍ଲା ସମ୍ପାଦକ ରଜତ ମହାନ୍ତି,କଇ଼଼ଝର ସରପଞ୍ଚ ଶ୍ରୀ ସତୀ ସୁନୀତା କହଁର, ପୂର୍ବତନ ସରପଞ୍ଚ ଶ୍ରୀ ପ୍ରକାଶ ଦୀର୍ଘ ପାଞ୍ଚକହଁର, ଟିକାବାଲି ବ୍ଲକ କଂଗ୍ରେସ ବ୍ଲକ ସଭାପତି ମଣ୍ଟୁ ଭୋଇ,ଙ୍କ ନେତୃତ୍ଵାଧୀନ ରେ ଯାତ୍ରା କମିଟିର ସଭାପତି ବିଜୟ ବିଷୋୟୀ ଙ୍କ ସଭାପଦ ଦ ରେ ଦୀର୍ଘ ପାଞ୍ଚ ଦୀନ ଧରି ପାଳିତ ହୋଇଯାଇଛି। କଇ଼଼ଝର ଯାତ୍ରା କହିଲେ ସମସ୍ତ ଜନତାଙ୍କ ପାଖରେ ଆଜି ଯାତ୍ରା ଧିରେ ଧିରେ ସମ୍ପର୍କରେ ବନ୍ଧା ପାଇଁ କଇ଼଼ଝର ଯୁବକ/ଯୁବତୀ ମାନଙ୍କ ମନ ଆକୃଷ୍ଟ ରେ ଯୁବକ ମାନଙ୍କୁ ସହଭାଗିତା ଆଗାମି ନିର୍ବାଚନ ପାଇଁ ପ୍ରଚାର ଯୁବ ପିଢୀ ରବି ବିଷୋୟୀ,ବାବୁଲା ବିଷୋୟୀ, ଜିତେନ୍ଦ୍ର ସାହୁ, କେଦାର ଦେହୁରୀ, ଦଣ୍ଡପାଣି ବେହେରା,ରବିନ୍ଦ୍ର ସାମଲ , କୃଷ୍ଣ ସାମଲ, ମଣିଷ ଖେଳୁଛି କଣ୍ଢେଇ ନାଚ ନିଦ୍ଧେର୍ଶନା ଦେଇଥିଲେ ଶିବ ପ୍ରଶାଦ ନନ୍ଦ ବିଭିନ୍ନ ସମସ୍ୟା ସମାଧାନ ପାଇଁ ଆପଣଙ୍କ ଜରିଆରେ ଅଗ୍ନି ଉତ୍ସବ ନୀତି ବାଣୀ ପ୍ରତିବର୍ଷ ପାଳିତ ହୁଏ।

ଇ ପି ଏ କନ୍ଧମାଳ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *