July 6, 2025
Home » କାଳ ବୈଶାଖୀର ତାଣ୍ଡବ ଲୀଳା ରାସ୍ତାରେ ଭାଙ୍ଗି ପଡ଼ିଲା ଆମ୍ବ ଗଛ।

କାଳ ବୈଶାଖୀର ତାଣ୍ଡବ ଲୀଳା ରାସ୍ତାରେ ଭାଙ୍ଗି ପଡ଼ିଲା ଆମ୍ବ ଗଛ।

0
WhatsApp Image 2025-04-14 at 7.44.26 AM

କେନ୍ଦୁଝର: ପାଟଣା ବ୍ଲକ ଅଞ୍ଚଳରେ କାଳ ବୈଶାଖୀ ଲାଗି ଅନେକ କ୍ଷୟକ୍ଷତି ହୋଇଛି। ବର୍ଷା ପବନ ସହ ଘଡଘଡି ଲାଗି ରହିଥିଲା। ଗୁଳୁଦିପଶି ଗ୍ରାମରେ ଅନେକ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି। ଖଜୁରୀଡିହା, ସାହାରପଡ଼ା ବେଗନା, ଢେଙ୍କିକୋଟ ରାସ୍ତାରେ ପୁରୁଣା ଗଛ ସବୁ ପଡ଼ିଥିବା ଦେଖି ଯାଇଛି। ସେଥିଲାଗି ରାସ୍ତାରେ ଗାଡ଼ି ମଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଅଗ୍ନିଶମ ବାହିନୀର କର୍ମଚାରୀ ଆସି ଏକ ବିରାଟ ଆମ୍ବ ଗଛକୁ ମେସିନ ଦ୍ଵାରା କାଟି ଉଠେଇବା ପରେ ରାସ୍ତାରେ ଚଳାଚଳ ପୁନଃ ଆରମ୍ଭ ହୋଇଥିଲା।

କେନ୍ଦୁଝର ରୁ ରୁପାପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ୍ର

Leave a Reply

Your email address will not be published. Required fields are marked *