February 27, 2026
Home » କୁଜଙ୍ଗ ବନାଞ୍ଚଳ ତରଫରୁ କେଇଁଚ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

କୁଜଙ୍ଗ ବନାଞ୍ଚଳ ତରଫରୁ କେଇଁଚ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

0
WhatsApp Image 2024-12-20 at 12.29.02 PM

ରାଜନଗର ବନଖଣ୍ଡ ଅଧୀନ କୁଜଙ୍ଗ ବନାଞ୍ଚଳ ତରଫରୁ ପାରାଦୀପ ର ମାଛ ଧାରା ବନ୍ଦର (ନେହେରୁ ବଙ୍ଗଳା )ସାମୁଦ୍ରିକ କଇଁଚ ସୁରକ୍ଷା. ନିମନ୍ତେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି, ଶ୍ରୀଯୁକ୍ତ ଗଗନ କୁମାର ମଲ୍ଲିକ ଏଥିରେ ସଭାପତିତ୍ବ କରିଥିଲେ, ଅତିଥି ଭାବେ କୁଜଙ୍ଗ ରେଞ୍ଜର କାର୍ତ୍ତିକେଶ୍ୱର ଖଣ୍ଡେଇ, ଆଇ ଆଇ ସି ପାରାଦ୍ୱୀପ, (ମେରାଇନି ଥାନା ) ବହୁ ସ୍ବେଛାସେବୀ ଅନୁଷ୍ଠାନ ର ସଦସ୍ୟ, ମତ୍ସ ଯିବି ବନ୍ଧୁ, ଟ୍ରଲର ମାଲିକ, ମାନେ ଯୋଗ ଦେଇ ଥିଲେ, କୁଜଙ୍ଗ ବନାଞ୍ଚଳ କର୍ମଚାରୀ ଶ୍ରୀ ନିରଞ୍ଜନ ମଣ୍ଡଳ,ବନରଖି,(ବିଟି ଷଣ୍ଢ କୁଦୁ )ଶ୍ରମତି ଦିପ୍ତିମୟୀ ଜେନା, ବନରଖି (ପାରାଦୀପ ବିଟି ) ଚିନିମୟୀ ସାହୁ ବନପାଳ ପ୍ରମୁଖ ଏହି ସଚେତନତା ଶିବିର କୁ ସଫଳ କରିବାକୁ ପରିଚାଳନା କରିଥିଲେ l

ତିର୍ତୋଲ ଈପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *