February 21, 2026
Home » ଗୌରୀଶ୍ୟାମ ପଣ୍ଡା ଙ୍କୁ ରେଆର କାର୍ଯ୍ୟାଳୟ ପରିସରରେ ଶ୍ରଦ୍ଧାଞ୍ଜଳି

ଗୌରୀଶ୍ୟାମ ପଣ୍ଡା ଙ୍କୁ ରେଆର କାର୍ଯ୍ୟାଳୟ ପରିସରରେ ଶ୍ରଦ୍ଧାଞ୍ଜଳି

0
WhatsApp Image 2026-01-31 at 2.00.51 PM

ସୁବର୍ଣ୍ଣପୁର ଜିଲ୍ଲା ଧୂବାମୁଣ୍ଡା ରେଆର କାର୍ଯ୍ୟାଳୟ ପରିସରରେ ପ୍ରତିଷ୍ଠାତା ସ୍ବର୍ଗତ ଗୌରୀଶ୍ୟାମ ପଣ୍ଡା ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି l ତାଙ୍କ ଫୋଟଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା lଉପ ସଭାପତି ପଦ୍ମିନୀ ବକ୍ସ଼ୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭା ରେ ସୁବର୍ଣ୍ଣପୁର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ପୂର୍ବତନ ସଭାପତି ସତ୍ୟନାରାୟଣ ହୋତା, ବୋର୍ଡ ସଦସ୍ୟ ହରିପ୍ରିୟା ପାଣିଗ୍ରାହୀ, ଅଞ୍ଜଳି ନେଗୀ, ସୌଦାଗର ପାତ୍ର, ରଂଜିତା ସାହୁ ଙ୍କ ସମେତ ସମସ୍ତ କର୍ମଚାରୀ, ଦିବ୍ୟାଙ୍ଗ ଭାଇ ଭଉଣୀ, ଅଭିଭାବକ ମାନେ ଉପସ୍ଥିତ ଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *