October 14, 2026
Home » ଗ୍ୟାସ ଅଭାବରୁ ଇଚ୍ଛା ମୃତ୍ୟୁ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ରେ ବସିଲେ ସାମ୍ବାଦିକ

ଗ୍ୟାସ ଅଭାବରୁ ଇଚ୍ଛା ମୃତ୍ୟୁ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ରେ ବସିଲେ ସାମ୍ବାଦିକ

0
WhatsApp Image 2026-10-13 at 3.02.57 PM

ସୁବର୍ଣ୍ଣପୁର —ପୁଷ୍ପଲତା ଗ୍ୟାସ ଏଜେନ୍ସୀ ରେ ମିଳୁନି ଗ୍ୟାସ।ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସୋନପୁର ରେ ଗ୍ୟାସ ସଙ୍କଟ ଦେଖାଦେଇଛି। ସକାଳୁ ସକାଳୁ ଜଣେ ସାମ୍ବାଦିକ ଗ୍ୟାସ ଅଭାବରୁ ରୋଷେଇ ହୋଇ ପାରୁ ନ ଥିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଇଛାମୃତ୍ୟୁ ଫ୍ଲା କାର୍ଟ ଧରି ଧାରଣା ରେ ବସିଥିଲେ। ଚାରି ଦିନ ଧରି ଗ୍ୟାସ ପାଇଁ ହଇରାଣ ହୋଇଥିଲେ l

ଏପରିକି ଯୋଗାଣ ଅଧିକାରୀ ଙ୍କ ପାଖକୁ କୁ ଯାଇ ମଧ୍ୟ ସୁଫଳ ପାଇ ନ ଥିଲେ। ସମାଜ ର ଅନେକ ଅସୁବିଧା ଲୋକ ଲୋଚନ କୁ ଆଣୁଥିବା ଜଣେ ସାମ୍ବାଦିକ ରାମ ଶଙ୍କର ଭୋଇ ଗୋଟେ ଗ୍ୟାସ ଟାଙ୍କି ପାଇଁ ନିରାଶ ହୋଇ ଭୋକ ରେ ରହି ଇଛାମୃତ୍ୟୁ ମାଗିବା ଘଟଣା ସୁବର୍ଣ୍ଣପୁର ଜିଲ୍ଲା ବାସୀ ଙ୍କ ପାଇଁ ଲଜ୍ୟା ଜନକ ଘଟଣା ନୁହେଁ କି ବୋଲି ବିଭିନ୍ନ ମହଲ ରେ ଆଲୋଚନା ହେଉଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *