November 13, 2025
Home » ଠିଆନାଳ ଜଙ୍ଗଲ ପାର୍ଶ୍ୱରୁ ଏକ ବାଘ ଛାଲ ଜବତ

ଠିଆନାଳ ଜଙ୍ଗଲ ପାର୍ଶ୍ୱରୁ ଏକ ବାଘ ଛାଲ ଜବତ

0
WhatsApp Image 2025-01-05 at 7.36.25 PM-----1

ଦେଓଗଡ଼ ଜିଲ୍ଲା ଅନ୍ତର୍ଗତ ବାରକୋଟ ବାନଚଳ ଠିଆନାଳ ଜଙ୍ଗଲ ପାର୍ଶ୍ୱରୁ ଏକ ଚିତା ବାଘ ଛାଲ ଜବତ କରିଥିବା ଜଣାପଡ଼ିଛି। ସୁଚନା ଅନୁସାରେ ଗୁଳାବନ୍ଦ ଅରିଏନ୍ଟାଲ କ୍ୟାମ୍ପ ନିଟକ ଜଙ୍ଗଲ ଠାରେ ଏକ ବାଇକ ଯୋଗେ ତିନି ଜଣ ବ୍ୟକ୍ତି ଙ୍କୁ ବାରକୋଟ ବନ ବିଭାଗ ଅଧିକାରୀ ଙ୍କ ଟିମ ବାଘ ଛାଲ ସହିତ ଜବତ କରିଥିବା ସୁଚନା ମିଳିଛି।
ବନ ବିଭାଗ ଅଧିକାରୀ ଙ୍କ କହିବା କଥା ତଦନ୍ତ ଜାରି ରହିଛି ଖୁବ ଶୀଘ୍ର ସମସ୍ତ ଅନ୍ୟ ଆସାମୀ ମାନଙ୍କୁ ଗିରଫ କରାଯିବ ବୋଲି ସୁଚନା ଦେଇଥିଲେ। ଏବେ ସୁଦ୍ଧା ମୋଟ ସାତ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି। ତଦନ୍ତ ଜାରି ରହିଛି।

ଦେଓଗଡ଼ ରୁ ଦେବାନନ୍ଦ ନାଏକ ଙ୍କ EPA NEWS।

Leave a Reply

Your email address will not be published. Required fields are marked *