ତରଭା ନିଶା ନିବାରଣ କେନ୍ଦ୍ର ରେ ସାମାଜିକ ସମୀକ୍ଷା ଆରମ୍ଭ
ସୁବର୍ଣ୍ଣପୁର ଜିଲ୍ଲା ତରଭା ସୁନାରୀପଡା ଠାରେ ଓଡିଶା ରାଜ୍ୟ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ସହାୟତା ରେ ନେଶନାଲ ରୁରାଲ ଡେଭେଲମେଣ୍ଟ କର୍ପୋରେସନ ଦ୍ୱାରା ପରଚାଳିତ ନିଶା ନିବାରଣ କେନ୍ଦ୍ର ଆରୋଗ୍ୟ ଠାରେ ଓସାଟ ଭୁବନେଶ୍ୱର ତଥା ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ତରଫରୁ ଆଜି ସାମାଜିକ ସମୀକ୍ଷା ଆରମ୍ଭ ହୋଇଛି l ଏଥିରେ କେନ୍ଦ୍ର ରେ ବ୍ୟବହୃତ ରେଜିଷ୍ଟର, ରେକର୍ଡ, ନଥିପତ୍ର ଯାଞ୍ଚ ସହ ଅନ୍ତେବାସୀ ଙ୍କ ସହ ସାକ୍ଷାତ କରାଯାଇଥିଲା l ଏଥିରେ କଳାହାଣ୍ଡି ଜିଲ୍ଲା ସାମାଜିକ ସମୀକ୍ଷକ ଶଶାଙ୍କ ଭୋଇ, ବି ଏସ ଏ ସୁଦାମ ଗାଈଗରିଆ, ଗୋପକୃଷ୍ଣ ରାଉତ, ସଞ୍ଜୟ ବଡ଼ମାଳୀ, ମାୟାଧର ଗଡ଼ତିଆ ଉପସ୍ଥିତ ଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
