February 10, 2026
Home » ଦଳପତି ସ୍ବର୍ଗତ ଅଶୋକ କୁମାର ପାତ୍ର ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ସଭା,

ଦଳପତି ସ୍ବର୍ଗତ ଅଶୋକ କୁମାର ପାତ୍ର ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ସଭା,

0
vlcsnap-2025-04-09-15h19m42s153

ବ୍ରହ୍ମପୁର: ଦଳପତି ମହାସଭା ଆନୁକୂଲ୍ୟରେ ହର୍ଷ ବିହାର ପ୍ରଥମ ଲାଇନ ସ୍ଥିତ ଦାଦିମା ମନ୍ଦିର ଠାରେ ସ୍ବର୍ଗତ ଅଶୋକ କୁମାର ପାତ୍ର ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ଦଳପତି ମହାସଭା ର ଉପଦେଷ୍ଟା, କିଶୋର ପାତ୍ର ତାଙ୍କର ସ୍ମୃତି ଚାରଣ କରି କହିଥିଲେ ସ୍ୱର୍ଗତ ଅଶୋକ ପାତ୍ର ଜଣେ ବାକ୍ତି ନଥିଲେ ସେ ଥିଲେ ଜଣେ ଅନୁଷ୍ଠାନ ।ଏବଂ ଦଳପତି ମହାସଭା ର ସଭାପତି ଶ୍ରୀ ପ୍ରମୋଦ ଜେନା ତାଙ୍କର ସ୍ମୃତି ଚରଣ କରିଥିଲେ ଏବଂ ପରିବାର ବର୍ଗ ଙ୍କୁ ସ୍ଵନ୍ତନା ଦେଇଥିଲେ ଏବଂ ଏହି ସଭାରେ କାର୍ଯ୍ୟକାରି ସଭାପତି ଶିବଶଙ୍କର ସାହାଣୀ, ସନ୍ତୋଷ କୁମାର ମହାନ୍ତି, ଶଙ୍କର ମାଝୀ, ଅଶୋକ ଦଳେଇ, ଜୀବନ ପାତ୍ର, ରାଜେନ୍ଦ୍ର ଦଳ ବେହେରା, ଶାନ୍ତି ଭୂଷଣ ରାଉତ, ଦୁର୍ଯ୍ୟୋଧନ ପାତ୍ର, ପବିତ୍ର କୁମାର ବିଶୋଇ, ରବୀନ୍ଦ୍ର ସାହାଣୀ, ନିରଞ୍ଜନ ଜେନା, ହରି କୃଷ୍ଣ କୋଠିଆ, ବଲଭଦ୍ର ଦଳେଇ, ଜଗିଲି କୋଠିଆ ଓ ଦ୍ୱାରିକା ପ୍ରସାଦ ମହାନ୍ତି ପ୍ରମୁଖ ଯୋଗଦାନ କରି ସ୍ମୃତି ଚାରଣ କରଥିଲେ ଏବମ ତାଙ୍କ ଦୁଇ ଭାଇ ବଦ୍ରୀ ପ୍ରସାଦ ପାତ୍ର ଓ ସୁଭ୍ରଂତ ପାତ୍ର ଏବଂ ଭଉଣୀ ମିନାକ୍ଷୀ ଜୋଛନା, ଧର୍ମ ପତ୍ନୀ ଅଳକା, ପୁତ୍ର ଅତୁଲ୍ୟ, ପୁତ୍ରୀ ଅନିଶା ଏବଂ ପରିବାର ର ଅନ୍ୟାନ୍ୟ ସଦସ୍ୟ ଏବଂ ବନ୍ଧୁ ବାନ୍ଧବ ସାଙ୍ଗ ସାଥୀ ଉପସ୍ଥିତ ଥିଲେ ଶେଷରେ ଦଳପତି ମହାସଭା ର ସଂଗଠକ ସମ୍ପାଦକ କମଳ କୁମାର ପାତ୍ର ଏହି ସଭାରେ ଯୋଗଦାନ କରିଥିବା ସମସ୍ତଙ୍କୁ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *