February 10, 2026
Home » ଦଶହରା କୁ ନିଆରା ଢଙ୍ଗରେ ପାଳନ କଲା ଜଷ୍ଟ ଫର ୟୁ ସେବା ସଂଘ

ଦଶହରା କୁ ନିଆରା ଢଙ୍ଗରେ ପାଳନ କଲା ଜଷ୍ଟ ଫର ୟୁ ସେବା ସଂଘ

0
WhatsApp Image 2025-10-04 at 12.04.57 AM

ଆଠଗଡ: ଚଳିତ ବର୍ଷର ଦଶହରା କୁ ନିଆରା ଢଙ୍ଗରେ ପାଳନ କରିଛି ଜଷ୍ଟ ଫର ୟୁ ସେବାସଂଘ୍।ରଥଯାତ୍ରା ରେ ସଂଗଠର ପ୍ରତିଷ୍ଠାତା ସଭାପତି ସୁଧାଂଶୁ ଶେଖର ସାହୁ ଏବଂ ସମ୍ପାଦକ ପାୟଲ ବର୍ମା ଙ୍କ ନେତୃତ୍ୱ ରେ ଦୋରଡ଼ ସ୍ଥିତ ବ୍ରଜ ବିହାରୀ ମହାନ୍ତି ମେମୋରିଆଲ ମେଣ୍ଟାଲ ରିଟାର୍ଟେଡ଼ ବେନିଫିଟ ଟ୍ରଷ୍ଟ ର ୨୦ ଜଣ ମାନିସିକ ଅନଗ୍ରସରଙ୍କୁ ସାଥିରେ ନେଇ ଆଠଗଡ଼ ରଥଗଡା ଠାରୁ ଆରମ୍ଭ କରି ନୂଆବସଷ୍ଟାଣ୍ଡ ଯାଏଁ ବୁଲିବା ସହ ବିରିୟାନୀ,ଗୁପଚୁପ,ବିସ୍କୁଟ,ଚକୋଲେଟ,ମିଠା ଖାଦ୍ୟ ଖାଇଵାକୁ ଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ ଜ୍ଞାନ ରଞ୍ଜନ ଲେଙ୍କା,ସୂର୍ଯ୍ୟକାନ୍ତ ସ୍ୱାଇଁ,ବିବେକ ବେହେରା,ରୁନି ପ୍ରଧାନ,ସମ୍ଭିତ ପ୍ରଧାନ, ବିଚିତ୍ରାନନ୍ଦ ସାହୁ,ରାକେଶ ପ୍ରଧାନ ,ଜଗନ୍ନାଥ ଦାସ,ଆଲୋକ ରାଉତ,ଲିପ୍ସା ଦାସ, ଯୁଗଳ ଭୂଇଁଆ,ଜଷ୍ଟ ଫର ୟୁ ସେବା ସଂଘ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *