July 27, 2025
Home » ଦୁର୍ଯ୍ୟୋଧନ ସାହୁଙ୍କ ପରଲୋକ

ଦୁର୍ଯ୍ୟୋଧନ ସାହୁଙ୍କ ପରଲୋକ

0
WhatsApp Image 2025-05-05 at 3.11.23 PM

କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ଗ୍ରାମର ଦୁର୍ଯ୍ୟୋଧନ ସାହୁ ବୟସ (୧୦୧)ବର୍ଷ ୧/୦୫/୨୦୨୫ ରାତ୍ରି ୧୧. ୪୦ ସମୟରେ ପରଲୋକ ଘଟିଛି!ସେ ଜଣେ ଧର୍ମପରାୟଣ ଓ ପରୋପକାରୀ ବ୍ୟକ୍ତି ଭାବେ ପରିଚିତ ଥିଲେ!ଅନ୍ତିମ ଶର୍ଯ୍ୟା ନିକଟରେ ସପରିବାର ଓ ଆତ୍ମୀୟସୃଜନ ଉପସ୍ଥିତ ଥିଲେ!ରୀତିନୀତି ଅନୁସାରେ ଗ୍ରାମ ଶ୍ମଶାନ ତାଙ୍କର ଶେଷ କୃତ୍ୟ ସମ୍ପନ ହୋଇଛି!ଖବର ପାଇ ପୂର୍ବତ୍ତନ ପରିବହନ ମନ୍ତ୍ରୀ ଡ଼ଃ ନୃସିଂହ ଚରଣ ସାହୁ, ବ୍ଲକ ଅଧ୍ୟାକ୍ଷା ଶ୍ରୀମତୀ ଚାରୁଲତା ମିଶ୍ର, ବିଜୁ ଜନତା ଯୁବ ସଭାପତି ତାପସ ପାଣି କେରଜୋଳି ସରପଞ୍ଚ ରାଜକିଶୋର ସାହୁ, ଅସିତ ରାୟଚୌଧୁରୀ ଏବଂ ଅଞ୍ଚଳ ବାସୀ ଗଭୀର ଶୋକ ପ୍ରକାଶ କରିଛନ୍ତି!

ଇ ପି ଏ ରିପୋର୍ଟର ସୁବାଷ ପଧାନ

Leave a Reply

Your email address will not be published. Required fields are marked *