July 17, 2025
Home » ଦେଓଗଡଜିଲ୍ଲା ରେ ଓଡିଶା ବନ୍ଦର ଯୋରଦାର ପ୍ରଭାବ

ଦେଓଗଡଜିଲ୍ଲା ରେ ଓଡିଶା ବନ୍ଦର ଯୋରଦାର ପ୍ରଭାବ

0
WhatsApp Image 2025-07-17 at 5.12.56 PM (1)

ଜୁଲାଇ ୧୭ ସକାଳ ୬ ଟାରେ କଂଗ୍ରେସ ନେତା ମାନେ ବୀଭିନ୍ୟ ସ୍ଥାନରେ ପିକେଟିଙ୍ଗ କରି ରାଜ ରାସ୍ତା ଡେଲି ପରିବା ମାର୍କେଟ ଦୁକାନ ସ୍କୁଲ କଲେଜ ସରକାରୀ ବେସରକାରୀ ଅଫିସ ସହିତ ଅନେକ ଅନୁଷ୍ଠାନ ବନ୍ଦ କରିଥିବା ଦେଖିବାକୁ ମିଳିଛି। ଓଡିଶା ବନ୍ଦ ଡାକରା ପ୍ରଭାବରେ ବ୍ୟାଙ୍କ ଓ ପେଟ୍ରୋଲ ପମ୍ପ ବନ୍ଦ ରହିଛି। ରାସ୍ତାରୋକ କରି ସମସ୍ତ ଗାଡି ମଟର ଅଟକାଇ ଆନ୍ଦୋଳନ କରିଥିଲେ।ବାଲେଶ୍ଵର ଏଫ ଏମ୍ କଲେଜ ଛାତ୍ରୀ ସୈ।ମାଶ୍ରୀ ବିଶି ଆତ୍ମହତ୍ୟା ଘଟଣାକୁ କେନ୍ଦ୍ର କରି ଆଜି କଂଗ୍ରେସ ପକ୍ଷରୁ ଯେଉଁ ଓଡିଶା ବନ୍ଦ ଡାକରା ଦିଆଯାଇଛି ତାହା ଦେଓଗଡ଼ ଜିଲ୍ଲା ରେ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ଚାଲିଛି।

ଦେଓଗଡ ରୁ ଦେବାନନ୍ଦ ନାଏକ ଙ୍କ ସହିତ ଇପିଏ ନିୟୁଜ।

Leave a Reply

Your email address will not be published. Required fields are marked *