February 7, 2026
Home » ଦେଓଗଡ଼ ଜିଲ୍ଲା ବସାଲଇ ଗ୍ରାମ ରେ ପାଞ୍ଚ ଦିନିଆ କ୍ରିକେଟ ଟ୍ରୂର୍ଣ୍ଣlମେଣ୍ଟ ଅନୁଷ୍ଟିତ

ଦେଓଗଡ଼ ଜିଲ୍ଲା ବସାଲଇ ଗ୍ରାମ ରେ ପାଞ୍ଚ ଦିନିଆ କ୍ରିକେଟ ଟ୍ରୂର୍ଣ୍ଣlମେଣ୍ଟ ଅନୁଷ୍ଟିତ

0
deba-basila khel

ବସାଲଇ ସେନଚୁରି କ୍ରିକେଟ କ୍ଲବ ଦ୍ଵାରା ଆୟୋଜିତ ଟ୍ରୁର୍ଣ୍ଣlମେଣ୍ଟ ରେ ମୁଖ୍ୟ ଅତିଥି ଶ୍ରୀ ଭୋଲେଶ୍ୱର ପ୍ରଧାନ ମହୋଦୟ। ଓ ସମ୍ମାନୀୟ ଅତିଥି ଯୁବ ସାମ୍ବାଦିକ ଶ୍ରୀ ଦେବାନନ୍ଦ ନାଏକ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।

ବସାଲଇ ସେନଚୁରି କ୍ରିକେଟ କ୍ଲବ ପାଞ୍ଚ ଦିନିଆ ଖେଳ ଅନୁଷ୍ଟିତ ହୋଇଥିଲା ବେଳେ ପ୍ରଥମ ଦିବସ ରେ ଅତିଥି ବୃନ୍ଦ ମାନେ ପହଞ୍ଚି କ୍ରିକେଟ ଖେଳ କୁ ଫିତା କଟା ଉଦଘାଟନ କରିଥିଲେ। ବସାଲଇ ଖେଳ ପଡିଆ ର କେମିତି ବିକାଶ ହେବା ପାଇଁ ଅତିଥି ବୃନ୍ଦ ମାନେ ଧ୍ୟାନ ଦେଇଥିଲେ।

ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *