July 5, 2025
Home » ଧର୍ମ ପରାୟଣା ମହିଳାଙ୍କ ପରଲୋକ

ଧର୍ମ ପରାୟଣା ମହିଳାଙ୍କ ପରଲୋକ

0
WhatsApp Image 2025-03-10 at 11.32.21 AM

ସୁବର୍ଣ୍ଣପୁର — ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ଗ୍ରାମପଞ୍ଚାୟତ ର ସାନମନମୁଣ୍ଡା ଗ୍ରାମର ଉଦ୍ଧବ ମହାଲିକ ଙ୍କ ମାତା ରତନୀ ମହାଲିକ ଙ୍କର 98 ବର୍ଷ ବୟସ ରେ ବାର୍ଦ୍ଧକ୍ୟ ଜନିତ କାରଣ ରୁ ପରଲୋକ ହୋଇଯାଇଛି l ସେ ଜଣେ ଧର୍ମ ପରାୟଣା ମହିଳା ଭାବେ ବିଭିନ୍ନ ଧାର୍ମିକ କାର୍ଯ୍ୟ ରେ ଯୋଗଦାନ ତଥା ସହଯୋଗ କରୁଥିଲେ l ଜ୍ୟେଷ୍ଠ ପୁତ୍ର ଦୀନବନ୍ଧୁ ମୁଖାଗ୍ନି ଦେଇଥିଲେ l ମୃତ୍ୟୁ ଶଯ୍ୟା ସମୟ ରେ ତାଙ୍କର ସମସ୍ତ ପୁଅ, ବୋହୂ, ନାତି ନାତୁଣୀ, ପରିବାର ବର୍ଗ ତଥା ବିଭିନ୍ନ ଗ୍ରାମରୁ ଆସିଥିବା ବ୍ୟକ୍ତି ଯୋଗଦେଇ ଗ୍ରାମର ଶ୍ମଶାନ ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଥିଲେ l ତାଙ୍କର ମୃତ୍ୟୁ ଖବର ପ୍ରଚାର ହେବା ପରେ ଅଂଚଳ ରେ ଶୋକର ଛାୟା ଖେଳି ଯାଇଛି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *