February 16, 2026
Home » ନିଆରା ଢଙ୍ଗରେ ପ୍ରଜ୍ବଳିତ ହେଲା ଅଖଣ୍ଡ ଦୀପ

ନିଆରା ଢଙ୍ଗରେ ପ୍ରଜ୍ବଳିତ ହେଲା ଅଖଣ୍ଡ ଦୀପ

0
Screenshot 2026-02-16 153035

ପୁରୀ ସହର ଉପକଣ୍ଠ ରେ ଥିବା ଶ୍ରୀ ମୁକୁନ୍ଦ ମିଶ୍ର ନଗର ରେ ଶିବରାତ୍ରି ମକଉନ୍ଦେଶ୍ୱର ମହାଦେବ ମନ୍ଦିର ରେ ମହାସମାରୋହରେ ପାଳିତ ହୋଇଛି। ଏଠାରେ ବିଗତ ୧୦ ବର୍ଷ ଧରି ନିଆରା ପରମ୍ପରା ରେ ସୂର୍ଯ୍ୟ ମୁଣ୍ଡ ଉପରକୁ ଆସିଲେ ଏଠାରେ ଅଖଣ୍ଡ ଦୀପ ପ୍ରଜ୍ବଳିତ ହୋଇଥିଲା ଝଂଜ କୀର୍ତ୍ତନ ମନ୍ତ୍ର ଆଦି ରେ ମୁକୁନ୍ଦ ନଗର ର ସଭାପତି ଜଗୁଦନନ୍ଦ ମିଶ୍ର ଓ ସମ୍ପାଦକ ନୀକୁଞ୍ଜ ମହାପାତ୍ର ଏହି ଅଖଣ୍ଡ ଦୀପ ପ୍ରଜ୍ବଳିତ କରିଥିଲେ ଶିବରାତ୍ରି ପାଇଁ ଉକ୍ତ ଅଞ୍ଚଳ ଉତ୍ସବ ମୁଖ ହୋଇଉଠିଲା।

Leave a Reply

Your email address will not be published. Required fields are marked *