February 27, 2026
Home » ପାଗଳ କୁକୁର କାମୁଡ଼ା ରେ ୮ ଆହତ

ପାଗଳ କୁକୁର କାମୁଡ଼ା ରେ ୮ ଆହତ

0
Mad_dog

Norman, a 55th Security Forces Squadron military working dog, waits to be unleashed and go after his target during training April 17. The Offutt K-9 unit performs regular training to maximize the dogs effectiveness in the field. (U.S. Air Force Photo by Josh Plueger) ????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

 

ଆଠଗଡ଼:  ଆଠଗଡ଼ ଚାନ୍ଦ ବାଲି ଛକ ନିକଟରେ ଏକ ପାଗଳ କୁକୁର କାମୁଡାରେ ୮ ଜଣ ଗୁରୁତର ହୋଇ ଆଠଗଡ଼ ଡାକ୍ତରଖାନା ରେ ଚିକିସ୍ଥିତ ହେଉଥିବା ଜଣା ପଡ଼ିଛି। ଘଟଣା ରୁ ପ୍ରକାଶ ଯେ, ଆଜି ୧୦ଟା ବେଳେ ଚାନ୍ଦବାଲି ଛକ ରେ ଜନଗହଳି ଥିବା ସମୟରେ ହଠାତ୍ ଏକ ପାଗଳ କୁକୁର ଜଣ ଙ୍କ ପରେ ଜଣଙ୍କୁ କାମୁଡ଼ିଥିଲା। ଏ ଥିରେ ୮ ଜଣ ଆହତ ହୋଇଥିବା ବେଳେ ସେଥି ମଧ୍ୟରୁ ୬ ଜଣ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ଆହତ ହୋଇଥିବା ବେଳେ ୨ ଜଣ ବ୍ୟବସାୟୀ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଏହା ଦେଖି ସାଙ୍ଗେ ସାଙ୍ଗେ ଆହତ ମାନଙ୍କୁ ସ୍ଥାନୀୟ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଇଥିଲେ। ଅନ୍ୟପଟେ ସରକାର କୁକୁର ବନ୍ଧ୍ୟାକରଣ ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କୌଣସି ପଦକ୍ଷେପ ନେଉନଥିବା ରୁ ବୁଲା କୁକୁର ଙ୍କ ପ୍ରାଦୁର୍ଭାବ ବଢୁଛି ।

Leave a Reply

Your email address will not be published. Required fields are marked *