October 23, 2025
Home » ବଘିଆ କ୍ଲଷ୍ଟର ସ୍ତରୀୟ ସୁରଭି. ୨୦୨୫ ଅନୁଷ୍ଠିତ

ବଘିଆ କ୍ଲଷ୍ଟର ସ୍ତରୀୟ ସୁରଭି. ୨୦୨୫ ଅନୁଷ୍ଠିତ

0
WhatsApp Image 2025-10-12 at 3.29.35 PM

ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ବଘିଆ ପଂଚାୟତ ବଘିଆ ସ୍କୁଲ ରେ ସି.ଆର.ସି.ସି ସୁରେଶ ଚନ୍ଦ୍ର ଘିବେଲା ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ବଘିଆ କ୍ଲଷ୍ଟର ସ୍ତରୀୟ ସୁରଭି. ୨୦୨୫ ଅନୁଷ୍ଠିତ ହୋଇଯଇଛି ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବଘିଆ ଉଛ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଚିତ୍ରସେନ କୁମ୍ଭାର ସଭାପତିତ୍ଵ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଶ୍ରୀ ଅଶ୍ଵିନି କୁମାର ବିଶି, ସରପଞ୍ଚ, ବଘିଆ ଗ୍ରା.ପ ,ମୁଖ୍ୟ ବକ୍ତା ଶ୍ରୀ ରୋହିତ କୁଅଁର, ପୂର୍ବତନ ସି.ଆର.ସି.ସି ଚରଭଟା ସମ୍ମାନିତ ଅତିଥି ଯୋଗେଶ ପ୍ରସାଦ ମାଝୀ ,ପୂର୍ବତନ ସି.ଆର.ସି.ସି, କମସରା, ଶ୍ରୀ ରାଜକିଶୋର କୁମ୍ଭାର , ପୂର୍ବତନ ସି.ଆର.ସି.ସି,ବ୍ରାହ୍ମଣୀ, ଶ୍ରୀ ଗଣେଶ୍ଵର ନାଏକ ,ସମିତି ସଭ୍ୟ ବଘିଆ ଗ୍ରା. ପ ଶ୍ରୀ ବ୍ରହ୍ମା ସା , ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ, ସ୍ଵତନ୍ତ୍ର ଅତିଥି ସାରଙ୍ଗ ପଧାନ, ସି.ଆର.ସି.ସି,କୁମ୍ଭାରମୁଣ୍ଡା, ଯୋଗଦେଇଥିଲେ । ଓଡ଼ିଶା ସରକରଙ୍କ ନିର୍ଦ୍ଦେଶ ଅନୁସାରେ ଓଡ଼ିଶା ର ଲୋକକଳା ରେ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବିଭିନ୍ନ ପ୍ରକାରର ପ୍ରତିଯୋଗୀତା ଆୟୋଜିତ ହୋଇଥିଲା ଓ କୃତି ପ୍ରତିଯୋଗୀତା ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। କ୍ଳଷ୍ଟର ସମସ୍ତ ପ୍ରଧାନ ଶିକ୍ଷକ ଓ ସହକାରୀ ଶିଷକ ମାନେ ଯୋଗଦେଇ ପ୍ରତିଯୋଗିତା ମାନଙ୍କୁ ବିଚାରପତି ଭବେ କାର୍ଯ୍ୟ ତୁଲାଇଥିଲେ। ଏଥିରେ ତାଳପଦର୍ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ନୀଳକଣ୍ଠ ବଗର୍ତ୍ତୀ ମଞ୍ଚ ପରିଚାଳନା କରିବା ସହ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *