July 5, 2025
Home » ବନ୍ଧୁ ୱେଲଫେୟାର ଟ୍ରଷ୍ଟ ତରଫରୁ ଶିଶୁଦିବସ ପାଳନ

ବନ୍ଧୁ ୱେଲଫେୟାର ଟ୍ରଷ୍ଟ ତରଫରୁ ଶିଶୁଦିବସ ପାଳନ

0
WhatsApp Image 2024-11-18 at 5.43.11 PM

ଆସନ୍ତା୧୪ନଭେମ୍ବର ୨୦୨୪ ଶିଶୁଦିବସ ଅବସରରେ ବନ୍ଧୁୱେଲ ଫେୟାର ଟ୍ରଷ୍ଟ, ଅଲାରପୁର ତରଫରୁ ବାଲିଅନ୍ତା ବ୍ଲକ ଅଧୀନରେ ଥିବା ବଇଂଚୁଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିଶୁଦିବସ ପାଳନ କରାଯାଇଥିଲା ।ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ବକୃତା, ଭଜନ ଆଦି ପ୍ରତିଯୋଗୀତା କରି କୃତୀଛାତ୍ରଓଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା.।ଏହାସହିତ ଛୋଟପିଲାମାନଙ୍କୁ କ୍ରୀଡା ଉପକରଣ ପ୍ରଦାନ କରାଯାଇଥିଲା। ଟ୍ରଷ୍ଟର ସଭାପତି, ଉପସଭାପତି, ସମ୍ପାଦକ, ଉପସମ୍ପାଦକ ଓ ଅନ୍ୟସଦସ୍ୟମାନେ ଉପସ୍ଥିତ ଥିଲେ। ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷିକା ଓ ଶିକ୍ଷକମାନେ ସହଯୋଗ କରିଥିଲେ।

biru sahu nka report

Leave a Reply

Your email address will not be published. Required fields are marked *