July 5, 2025
Home » ବରିଷ୍ଠ ନାଗରିକ ଙ୍କ ଚାଲିବା ପ୍ରତିଯୋଗିତା ସମ୍ପନ୍ନ !

ବରିଷ୍ଠ ନାଗରିକ ଙ୍କ ଚାଲିବା ପ୍ରତିଯୋଗିତା ସମ୍ପନ୍ନ !

0
WhatsApp Image 2025-01-19 at 4.34.46 PM (1)

ଛତ୍ରପୁର ସ୍ଥିତ ମୁଖ୍ୟ ଷ୍ଟାଡିୟମ୍ ପରିସରରେ ରବିବାର ପୂର୍ବାହ୍ନରେ ଛତ୍ରପୁର ପ୍ରେସ କ୍ଲବ୍ ସୌଜନ୍ୟରେ ବରିଷ୍ଠ ନାଗରିକ ମାନଙ୍କ ମଧ୍ୟରେ ପଡ଼ିଆରେ ଏକ ରାଉଣ୍ଡ ଚାଲିବା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।


ଏଥିରେ ଲୋକନାଥ ବେହେରା (୬୭) ,ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ପ୍ରଶାନ୍ତ ଶତପଥୀ (୬୩), ଦ୍ଵିତୀୟ ସ୍ଥାନ ଏବଂ ଏନ୍. ରାମା ରାଓ (୬୮), ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗ ଶିକ୍ଷକ ରାମକୃଷ୍ଣ ମହାପାତ୍ର ଏହାକୁ ପରିଚାଳନା କରିଥିଲେ । ଛତ୍ରପୁର ପ୍ରେସ୍ କ୍ଲବ୍ ର ସଦସ୍ୟ ଗଣ ଏଥିରେ ସକ୍ରୀୟ ସହଯୋଗ କରିଥିଲେ ।।

chatrapur muna behera nka report

Leave a Reply

Your email address will not be published. Required fields are marked *