ବାଲୁକା ଶିଳ୍ପୀ ମାନସ କୁମାର ସାହୁ କାର୍ତ୍ତିକ ପୁର୍ଣିମା ଉପଲକ୍ଷେ ବାଲୁକା ସ୍ୟାଣ୍ଡ ଆନିମେସନ
ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ କାର୍ତ୍ତିକ ପୁର୍ଣିମା ଉପଲକ୍ଷେ ବାଲୁକା ସ୍ୟାଣ୍ଡ ଆନିମେସନ ଭିଡ଼ିଓ ପୁରୀ, ଓଡିଶା ରେ ଥିବା ତାଙ୍କ ସ୍ଟୁଡ଼ିଓ ରେ ପ୍ରସ୍ତୁତ କରିଛନ୍ତି |ଏହି ସ୍ୟାଣ୍ଡ ଆନିମେସନ ରେ ବୋଇତ ବନ୍ଦାଣ ର ଦୃଶ୍ୟ ଦେଖାଇଛନ୍ତି | ସାଧବ ବୋହୁ ମାନେ କିପରି ସାଧବ ମାନଙ୍କୁ ବନ୍ଦାପନା କରୁଛନ୍ତି| ସାଧବମାନେ ବୋଇତ ଦ୍ୱାରା ଦେଶ ବିଦେଶ କୁ ଯାତ୍ରା କରିବା ର ଦୃଶ୍ୟ ଅତି ସୁନ୍ଦର ଭାବରେ ଦେଖାଇଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ |ଏହି ୧ମିନିଟ ର ସ୍ୟାଣ୍ଡ ଆନିମେସନ ଭିଡ଼ିଓ ଟିକୁ ପ୍ରସ୍ତୁତ କରିବା କୁ ମାନସ ଙ୍କୁ 2 ଘଣ୍ଟା ସମୟ ଲାଗିଥିଲା ଏଥିରେ ସେ Happy Kartika Purnima ର ବାର୍ତ୍ତା ଦେଇଛନ୍ତି |
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
