ଭାରତୀୟ ଜନତା ପାର୍ଟି ର ବିପୁଳ ବିଜୟ ଶୋଭାଯାତ୍ରା

ଦିଲ୍ଲୀ ବିଧାନସଭା ନିର୍ବାଚନ ରେ ଭାରତୀୟ ଜନତା ପାର୍ଟି ର ବିପୁଳ ବିଜୟ ଅବସରରେ, ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନିଲ କୁମାର ଙ୍କ ନେତୃତ୍ୱ ରେ ବ୍ରହ୍ମପୁର ଗାନ୍ଧୀ ନଗର କାର୍ଯାଳୟ ଠାରୁ ବିଜୟ ଶୋଭାଯାତ୍ରା ବାହାରି ବ୍ରହ୍ମପୁର ମହାନଗର ଗିରିଜା ଛକ ଠାରେ ମିଷ୍ଟାନ ବଣ୍ଟନ, ସହ ବାଣ ଫୁଟାଇ ବିଜୟ ଉତ୍ସବପାଳନ କରି ଥିଲେ। ଉକ୍ତ କାର୍ଯ୍ଯ କ୍ରମରେ ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ସରୋଜ ସାବତ, ଓ ବହୁସଦସ୍ୟ,ସଦସ୍ୟା,ଯୁବ,ଛାତ୍ର,ମହିଳା ମୋର୍ଚ୍ଚା ଓ କର୍ମକର୍ତ୍ତା,ଯୋଗ ଦେଇଥିଲେ।
ସେହିପରି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଗାନ୍ଧୀନଗର ଛକଠାରେ ବିଜୟ ଉଚ୍ଚବ ପାଳନ କରିଥିଲେ,। ଏହି କାର୍ଯ୍ଯ କ୍ରମରେ ଜିଲ୍ଲା ସଭାପତି ସରୋଜ ସାବତ , ରଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,
ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )