February 21, 2026
Home » ଭିର୍ଣକ୍ଷମ ଙ୍କ ଭତା ହଡପ

ଭିର୍ଣକ୍ଷମ ଙ୍କ ଭତା ହଡପ

0
WhatsApp Image 2024-07-24 at 4.25.59 PM

ତିର୍ତୋଲ ବ୍ଲକ ପାଟିଲୋ ପଞ୍ଚାୟତ ଏକ ଚର୍ଚିତ ପଂଚାୟତ, କିଛିନା କିଛି ଏହି ପଞ୍ଚାୟତ ର ଗୁଇନ୍ଦା ପାଦରେ ଚର୍ଚ୍ଚା ହୁଏ, କେବେ ସରପଞ୍ଚ କୁ ନେଇ ତ କେବେ ପ୍ରତିନିଧିଙ୍କୁ ନେଇ,କତେବେଳେ ଲୋକମାନେ ପିଡିଏସ ଚାଉଳ ପାଇଁ ହୋ ହାଲା କଲେଣି ତ କେତେବେଳେ ବିକଳାଙ୍ଗ, ବାର୍ଦ୍ଧ୍ୟକ୍ୟ ଭତାକୁ ନେଇ l ଏହିଭଳି ନିରୁପମା ଜେନା, ବୟସ ସତୁରି, ପାଖା ପାଖି ପୁଣି ଭିର୍ଣ୍ଣ କ୍ଷମ ସରକାରଙ୍କ ଦ୍ୱାରା ବର୍ଦ୍ଧିତ ଭତା ପାଉ ନାହାନ୍ତି, ପଂଚାୟତ ପି ଇ ଓ ପ୍ରତି ମାସରେ 200 ଟଙ୍କା କାଟି ନେଉଛି, ସରପଞ୍ଚ ଙ୍କୁ ଅଭିଯୋଗ କରି କରି ଥକି ପଡିଲେଣି, ପିଇଓ ବ୍ୟାଙ୍କ ରେ ଦେଖି ଆସ କହି ଖସି ଯାଉଛି ହେଲେ ନିରୁପମା ଙ୍କ ଭତା ସଠିକି ମିଳୁ ନାହିଁବୋଲି ଅଭିଯୋଗ ଆଣିଛନ୍ତି, ପାଟିଲୋ ପଞ୍ଚାୟତ ଦାଇତ୍ୱରେ ଥିବା ପିଇ ଓ ପୂର୍ବେ ଗୋପାଳପୁର ପଂଚାୟତ ରେ ଥିବାବେଳେ ମଧ୍ୟ୍ୟ ଅନେକ ଭତା ହିତାଧିକାରୀ ଙ୍କ ଟଙ୍କାହେଇଥିବା ହେରେଫେରେ ଅଦ୍ୟାବଧି ସମାଧାନ ହୋଇ ପାରିନି ପୁଣି ପାଟିଲ ପଂଚାୟତ ଗୁମର ଫିଟିଲାଣି l

 

 

ତିର୍ତୋଲ ଇପିଏରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇଷ୍ଟର୍ଣ ପ୍ରେସ ଏଜେନସି (ଇ ପି ଏ ନିଉଜ )

Leave a Reply

Your email address will not be published. Required fields are marked *