ଭୀମେଶ୍ଵର ପାର୍କରେ ସାଧାରଣତନ୍ତ୍ର ଦିବସ ପାଳିତ
ଦେଶର ୭୭ତମ ସାଧାରଣତନ୍ତ୍ର ଦିବସ ଭୀମେଶ୍ଵର ମନ୍ଦିର ପାର୍କ ଭ୍ରମଣକାରୀ ସଂଘ ତରଫରୁ ପାର୍କ ପରିସର ମଧ୍ୟରେ ପାଳିତ ହୋଇଯାଇଛି ସଂଘର ଅନ୍ୟତମା ସଦସ୍ୟା ଶ୍ରୀମତୀ ଶୁଶିଳା ପରିଡା ଉପସଭାପତି ମଦନ ମୋହନ ଦାଶ ମହୋଦୟ ଙ୍କୁ ଜାତୀୟ ପତାକା ଉତୋଳନ ନିମନ୍ତେ ପୁଷ୍ପଗୁଛ ପ୍ରଦାନ କରି ଆମନ୍ତ୍ରଣ କରିବାପରେ ଶ୍ରୀ ଦାଶ ପତାକା ଉତୋଳନ କାର୍ଯ୍ୟକ୍ରମ ପ୍ରାରମ୍ଭ କରି ସମବେତ ଜନତାକୁ ଉଦ୍ ବୋଧନ ଦେଇଥିଲେ। ସଂଘର ସାଧାରଣ ସଂପାଦକ କାମଦେବ ରଣସିଂହ ଉତ୍ସବ ପରିଚାଳନା କରି ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ଏଥିରେ ରାଜେନ୍ଦ୍ର କୁମାର ନରେନ୍ଦ୍ର ସିଂ ବର୍ମା,ଶଙ୍କର ସାହୁ, ବଂଶୀଧର ପଣ୍ଡା ଶଙ୍କର ମହାପାତ୍ର, ଇଂ ସୁଧାଂଶୁ ଶେଖର ହରିଚନ୍ଦନ, ବିଷ୍ଣୁ ଚରଣ ପ୍ରଧାନ,ବିନୋଦ ବିହାରୀ ପଲାଇ,ପ୍ରାକ୍ତନ ବରିଷ୍ଠ ପ୍ରସାଶକ କୃଷ୍ଣଚନ୍ଦ୍ର ବଡ଼ୁ, ବସନ୍ତ ନାୟକ, ତିଳୋତ୍ତମା ମହାନ୍ତି,ମାମା ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପଦ୍ମନାଭ ଷଢଙ୍ଗୀ, ସମାଜସେବୀ ନିରଂଜନ ମିଶ୍ର,ସାବିତ୍ରୀ ମିଶ୍ର, ପ୍ରଫେସର ପୀତାମ୍ବର ପାଢୀ ଧ୍ରୁବ ପାତ୍ର, ପ୍ରଫୁଲ ସାହୁ, ଲାକନାଥ ମିଶ୍ର, ନିରଞ୍ଜନ ବେହେରା, ମଂଜୁଲତା ମଲ୍ଲ, ଡ଼ଲି ସାହୁ, ଶ୍ରୀକାନ୍ତ ମହାନ୍ତି, ବନ ବିହାରୀ ରଥ, ସୁବାସ ରାଉତ,ସନ୍ତୋଷ କୁମାର,ପଣ୍ଡା,ଅଜୟ ସାହୁ, ବିଶ୍ଵନାଥ ବେହେରା, ଶିଶିରପାତ୍ର, ଆର୍ୟୁ ର୍ଦେହୀ ମିଶ୍ର, ହୃଦାନନ୍ଦ ଦାଶ, ହୃଷିକେଶ ଶତପଥି,ବିନୋଦବିହାରୀ ପରିଡା, କ୍ଷିରୋଦ ସାହୁ, ଗୌରହରି ପଣ୍ଡା, ବାପି ନାୟକ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ।
ଶେଷରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇ ଥିଲା
