December 31, 2025
Home » ମଦନ ବାଘକୁ ଆବାସ ଯୋଜନା କେବେ ସାହାହେବ_ ଭଗବାନ ଭରସା

ମଦନ ବାଘକୁ ଆବାସ ଯୋଜନା କେବେ ସାହାହେବ_ ଭଗବାନ ଭରସା

0
WhatsApp Image 2024-11-23 at 3.41.32 PM

_ ଫୁଲବାଣୀ ଇ ପି ଏ _ କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଟିକାବାଲି ବ୍ଲକ ଅଧିନସ୍ଥ କଇ଼ଁଝର ପଞ୍ଚାୟତ ରେ ଏଭଳି ଅଭାବନୀୟ ଘଟଣା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ।ବି ଜେ ଡି ସରକାର ଅମଳରେ ଯେଉଁ ଭଳି ଭାବରେ ଆବାସ ଗୃହ ଜଣକୁ ଦୁଇ ଦୁଇଟା ମିଳିଛି। ହେଲେ ଆବାସ ଯୋଜନା ଗୃହ ମିଳିଥିବା ଲୋକ ଆବାସ – ବଦଳରେ ଉଦାସ ନିର୍ମାଣ କରାଚାଲିଛି। ହେଲେ ଆବାସ ଗୃହରେ ତାଲା ଝୁଲୁଛି।ଏହାର ତଦନ୍ତ କେବେ ଖୋଦ କନ୍ଧମାଳ ଜିଲ୍ଲାପାଳ ତଦନ୍ତ କରି ରାଜ୍ୟ ରେ ମୋହନ ଚରଣ ମାଝୀ ମୂଖ୍ୟମନ୍ତ୍ରୀ ଙ୍କୁ ରିପୋର୍ଟ ଦେବା ସହ କେନ୍ଦ୍ର ସରକାରଙ୍କ ତଦନ୍ତ ପରିସର କରାଇ ପାରିବେ ସେନେଇ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି ।ମଦନ ବାଘ ଜଣେ ଗୋଡ ଲୋକ ଆଜିକାଲି ଗାଁ ଗହଳି ରେ ନିଜର ଗାଇ ଗୋରୁ ନିଜେ ଚଳାଉଛନ୍ତି ଗୋଡର ଆବଶ୍ୟକ ପଡୁନାହିଁ । ଦୁଃଖ ର ବିଷୟ ବାରମ୍ବାର ଅଭିଯୋଗ କରୁଥିଲେ ସୁଦ୍ଧା ଆଜିଯାଏଁ ଫଳଶୁନ।ଆବାସ ଗୃହ ଏବେ ଉଆସରେ ପରିଣତ ହେଲାଣି-? ଗୃହ ଗୁଡିକରେ ତାଲା ଝୁଲୁଛି ଏହାର ଭିଜିଲାନ୍ସ ତଦନ୍ତ ହେଲେ,ଆବାସ ଗୃହଜଣେ ନିରିହ ନିଷ୍ପେସିତ ଲୋକଙ୍କୁ ଚିହ୍ନଟ କରି ପଲ୍ଲି ସଭା କାହା ସ୍ବାର୍ଥରେ ବୋଲି କଥା ବଜାର ଚାହା ଦୋକାନରେ ପଡୁଛି। ତେବେ କେବେ ଭଗବାନ ସାହା ହେବେ ସରକାର ମଦନ ବାଘ କୁ ଆବାସ ଯୋଜନା ଗୃହ ଖଣ୍ଡେ ଯୋଗାଇ ଦେବେ ତାହା ଦେଖିବା ବାକି ରହିଲା l

report-ପ୍ରମୋଦ କୁମାର ନାୟକ ଫୁଲବାଣୀ

Leave a Reply

Your email address will not be published. Required fields are marked *