July 5, 2025
Home » ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଶୁଭେଚ୍ଛା ବାର୍ତ୍ତା

ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଶୁଭେଚ୍ଛା ବାର୍ତ୍ତା

0
WhatsApp Image 2025-04-13 at 7.54.06 PM

ଭୁବନେଶ୍ୱର: ମହାବିଷୁବ ସଂକ୍ରାନ୍ତୀ ତଥା ଓଡ଼ିଆ ନବବର୍ଷ ।ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା, ଅଭିନନ୍ଦନ ଏବଂ ଶୁଭକାମନା ଜଣାଇଛନ୍ତି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ।ସେ କହିଛନ୍ତି ନୂତନ ଓଡ଼ିଆ ବର୍ଷ ରାଜ୍ୟବାସୀଙ୍କ ପାଇଁ ମଙ୍ଗଳମୟ ଓ ନ୍ୟାୟପଥର ବର୍ଷ ହେଉ ।
ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ସଂକଳ୍ପ, ସମର୍ପଣର ମନୋଭାବ ନେଇ ରାଜ୍ୟବାସୀଙ୍କ ସେବା କରିବି ବୋଲି କହିବା ସହ ରାଜ୍ୟବାସୀଙ୍କ ସ୍ୱାର୍ଥ ରକ୍ଷା କରିବା ଓ ନ୍ୟାୟ ପ୍ରତିଷ୍ଠା ପାଇଁ ସଂଘର୍ଷ କରିବାକୁ ପଛେଇବୁ ନାହିଁ ବୋଲି ଶ୍ରୀ ଦାସ କହିଛନ୍ତି ବୋଲି ଏକ ପ୍ରେସ ବିଜ୍ଞପ୍ତି ରେ ଜଣାଇଛନ୍ତି ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର।

Leave a Reply

Your email address will not be published. Required fields are marked *