ମହାଶିବରାତ୍ରି ୟେଣ୍ଡଳା ମାଳିକର୍ଯୄଣା ଶୈବପୀଠ ଠାରେ ପାଳିତ

ମହାଶିବରାତ୍ରି ଅବସରରେ ରାୟଗଡ଼ା ଜିଲ୍ଲା କୋତାପେଟା ଗ୍ରାମ ଉନ୍ନୟନ କମିଟି ଦ୍ଵାରା ମହାଶିବରାତ୍ରି ୟେଣ୍ଡଳା ମାଳିକର୍ଯୄଣା ଶୈବପୀଠ ଠାରେ ମହା ଆଡମ୍ବର ଭକ୍ତିମୟ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି । ଆଜି ଭୋରୁ ମନ୍ଦିର ବହୁ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ। ଏହି ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା ସହ ଲକ୍ଷେ ବେଳ ପତ୍ର ପୂଜା, ଶିବ ପାର୍ବତୀ କଲ୍ୟାଣ ଶିବ ଭଜନ ସହ ରାତିରେ ଭକ୍ତବ୍ରୁଣ୍ଡ ଉପବାସ ରହି ଶିବ ମନ୍ଦିରରେ ଅଖଣ୍ଡ ଦୀପ ଜାଳି ଭକ୍ତବ୍ରୁଣ୍ଡ ମନ୍ଦିର ପରିସରରେ ସାରା ରାତ୍ର ଉଜାଗର କରିବେ । ଏହି ଉକ୍ତ କାର୍ଯ୍ୟକ୍ରମକୁ କମିଟିର ସଦସ୍ୟ ଏବଂ ଅନନ୍ୟ ସମସ୍ତ କମିଟିର କର୍ମ କର୍ତ୍ତା ଉପସ୍ଥିତ ରହି ପରିଚାଳନ କରିଥିଲେ।