July 27, 2025
Home » ମାନିନୀ ସାହୁ ପାଇଲେ ଜ୍ଞାନ ପ୍ରକାଶ ନେସନାଲ ଟିଚର ଆୱାର୍ଡ

ମାନିନୀ ସାହୁ ପାଇଲେ ଜ୍ଞାନ ପ୍ରକାଶ ନେସନାଲ ଟିଚର ଆୱାର୍ଡ

0
WhatsApp Image 2025-06-23 at 12.58.54 PM

ସୁବର୍ଣ୍ଣପୁର — ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା କ୍ଲଷ୍ଟର ଅନ୍ତର୍ଗତ ପଲଶାଗୋରା NUPS ର ପ୍ରଧାନ ଶିକ୍ଷୟିତ୍ରୀ ମାନିନୀ ସାହୁ ଜ୍ଞାନ ପ୍ରକାଶ ନେସନାଲ ଟିଚର ଆୱାର୍ଡ ରେ ସମ୍ମାନିତ ହୋଇଛନ୍ତି l ଶିକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସାହୁ ଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି l ସୂଚନା ଯୋଗ୍ୟ ଯେ 2024 ରେ ବୌଦ୍ଧ ରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ମଧ୍ୟ ଶ୍ରୀମତୀ ସାହୁ ପାଇଥିଲେ l ଏହି ସଫଳତା ପାଇଁ ଶ୍ରୀମତୀ ସାହୁ ଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟୁଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *