February 28, 2026
Home » ମାର୍କେଟ ବିଲଡିଂ ବ୍ୟବସାୟୀ ସଙ୍ଘର ନୂତନ କର୍ମକର୍ତ୍ତା

ମାର୍କେଟ ବିଲଡିଂ ବ୍ୟବସାୟୀ ସଙ୍ଘର ନୂତନ କର୍ମକର୍ତ୍ତା

0
WhatsApp Image 2026-02-28 at 4.52.52 PM

ଭୁବନେଶ୍ୱର : ୟୁନିଟ -2 ସ୍ଥିତ ମାର୍କେଟ ବିଲଡିଂ,ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l ସଭାପତି ଭାବେ ପୁନର୍ବାର ପଦ୍ୟୁମ୍ନ ଜେନା ମନୋନୀତ ହୋଇଥିବାବେଳେ ଉପସଭାପତି  ରଂଜିତ କୁମାର ମହାନ୍ତି, ସମ୍ପାଦକ ଅଜିତ କୁମାର ମହାନ୍ତି, ଯୁଗ୍ମ ସମ୍ପାଦକ ଲଲାଟେନ୍ଦୁ ପାତ୍ର ନିର୍ବାଚିତ ହୋଇଛନ୍ତି l  ସେହିପରି କୋଷାଦକ୍ଷ କୁମାର ଦୀପକ ନରୁଲା ମନୋନୀତ ହୋଇଥିବାବେଳେ  ଆସୋସିଏସନର ସଭାପତି ଶ୍ରୀ ଜେନା ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *