July 21, 2026
Home » ମିଳିଲା ନାହିଁ ପାଠ୍ୟ ପୁସ୍ତକ ଅଭିଭାବକ ଅଶୋନ୍ତସ

ମିଳିଲା ନାହିଁ ପାଠ୍ୟ ପୁସ୍ତକ ଅଭିଭାବକ ଅଶୋନ୍ତସ

0
images (2)

ରଣପୁର – ଏପ୍ରିଲ ମାସରେ ଆରମ୍ଭ ନୂଆ ଶିକ୍ଷା ବର୍ଷ ପିଲା ମାନଙ୍କ ର ପାଠ ପଢା ସୁବିଧା ପାଇଁ ସରକାର ନୂଆ ବହି ଯୋଗାଇ ଦିଅନ୍ତି.. ଏବେ ତିନି ମାସ ସରିଵାକୁ ଵସିଲାଣି ରଜ ପରେ ଜୁନ୍ ରେ ଖୋଲିବ ସ୍କୁଲ.କିନ୍ତୁ ଵହି ଏ ପର୍ଯ୍ୟନ୍ତ ସଵୁ ପିଲା ମାନଙ୍କୁ ମିଳିନାହିଁ. ରଣପୁର ବ୍ଲକ ରେ ସରକାରୀ ଓ ବେସରକାରୀ ସ୍କୁଲ ପ୍ରାୟ ଚାରିଶହ ରୁ ଉର୍ଦ୍ଧ ହେବ. ସମସ୍ତ ସ୍କୁଲ କୁ ପର୍ଯାପ୍ତ ଵହି ମିଳି ନାହିଁ. କୌଣସି ବେସରକାରୀ ସ୍କୁଲ ପିଲା ମାନଙ୍କୁ ବହି ନମିଳିବା କୁ ନେଇ ଅଭିଭାବକ ଅଶୋନ୍ତସ ପ୍ରକାଶ କରିଛନ୍ତି. ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ କୁ ଫୋନ କଲେ. କିଛି ମିଳିଲା ନାହିଁ. ଵହି ଆସିଲେ ମିଳିବ. ଏହି ପରି ଶିକ୍ଷା ର ଅଵସ୍ଥା କୁ ନେଇ ଚିନ୍ତା ରେ ଅଭିଭାବକ l

ବାଳକୃଷ୍ଣ ଷଢଙ୍ଗୀ
ରଣପୁର

Leave a Reply

Your email address will not be published. Required fields are marked *