February 10, 2026
Home » ର୍ଜୁନ ପୁରସ୍କାର ବିଜେତା ଓ ଟେବଲ ଟେନିସ ଫେଡ଼େରେସନ୍‌ ଅଫ ଇଣ୍ଡିଆର ସେକ୍ରେଟାରୀ କ୍ରୀଡ଼ାମନ୍ତ୍ରୀଙ୍କ ସହ ସାକ୍ଷାତ

ର୍ଜୁନ ପୁରସ୍କାର ବିଜେତା ଓ ଟେବଲ ଟେନିସ ଫେଡ଼େରେସନ୍‌ ଅଫ ଇଣ୍ଡିଆର ସେକ୍ରେଟାରୀ କ୍ରୀଡ଼ାମନ୍ତ୍ରୀଙ୍କ ସହ ସାକ୍ଷାତ

0
WhatsApp Image 2025-03-14 at 2.38.19 PM

ଅର୍ଜୁନ ପୁରସ୍କାର ବିଜେତା ଓ ଟେବଲ ଟେନିସ ଫେଡ଼େରେସନ୍‌ ଅଫ ଇଣ୍ଡିଆର ସେକ୍ରେଟାରୀ ଜେନେରାଲ ଶ୍ରୀ କମଲେଶ ମେହେତା ଆଜି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ଅବସରରେ ଶ୍ରୀ ମେହେତା ଓଡ଼ିଶାର ସୁଦୃଢ଼ କ୍ରୀଡ଼ା ଭିତ୍ତିଭୂମିର ପ୍ରଶଂସା କରିବା ସହିତ କ୍ରୀଡ଼ାକ୍ଷେତ୍ରର ବିକାଶ ପାଇଁ ସରକାରଙ୍କ ତରଫରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *