December 19, 2025
Home » ଶିତଳ ଭଣ୍ଡାର ପୁନରୁଦ୍ଧାର

ଶିତଳ ଭଣ୍ଡାର ପୁନରୁଦ୍ଧାର

0
WhatsApp Image 2024-11-22 at 2.31.18 PM

ଫୁଲବାଣୀ ଇ ପି ଏ କନ୍ଧମାଳ ଜିଲ୍ଲା ଘୁଉଦୟଗିରି ହାତିଶାଳ ଠାରେ ଥିବା ଟିକାବାଲି ମାଳ ବାଣିଜ୍ୟ ସମବାୟ ସମିତି ଭିତର ଭଣ୍ଡାର ଘୁଉଦୟଗିରି କନ୍ଧମାଳ ଦୀର୍ଘ ବର୍ଷ ହେଲାଣି ବନ୍ଧ ହୋଇପଡ଼ି ରହିଛି ରାଜ୍ୟରେ ଲଗାତାର 25ବର୍ଷ ବି ଜେ ଡି ଶାସନ କାଳରେ କନ୍ଧମାଳ ଜିଲ୍ଲା ନିଖିଳ ଉତ୍କଳ କୁଇ ସମାଜ ପକ୍ଷରୁ ଦାବି କରିଆସୁଥିବା ଜିଲ୍ଲା ପ୍ରଶାସନ ପାଖରେ ଖବର ରହିଛି ସାଧାରଣ ରେ ଚର୍ଚ୍ଚା ହେଉଛି ଦୀର୍ଘ ବର୍ଷ ପୂର୍ବରୁ ଏହି ଶିତଳ ଭଣ୍ଡାର ଘୁଉଦୟଗିରି ରୁ ବହୁ ଜୀନିଷ ସୁରକ୍ଷିତ ରହୁଥିଲା ଏବେ ରାଜ୍ୟରେ ନୂତନ ଭାବେ ବି ଜେ ପି ମୋହନ ମାଝୀ ସରକାର ଦୃଷ୍ଟି ଦେଲେ ଶିତଳ ଭଣ୍ଡାର ଘୁଉଦୟଗିରି କନ୍ଧମାଳ ର ପୁନରୁଦ୍ଧାର କରାଗଲେ କନ୍ଧମାଳ ଜିଲ୍ଲା ରେ ଉତ୍ପାଦନ ହେଉଥିବା ପନିପରିବା ଓ ଅନ୍ୟାନ୍ୟ ଜିନିଷ ରହିବା ସୁବିଧା ହେବା ଆଶା ଭରସା ନେଇ ସାଧାରଣରେ ଦାବି ହେଉଛି ଫୋଟ

ପ୍ରମୋଦ କୁମାର ନାୟକ ଫୁଲବାଣୀ

Leave a Reply

Your email address will not be published. Required fields are marked *