ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି
ଚାହୁଁ ଚାହୁଁ ଦୁଇବର୍ଷ ବିତିଗଲା। ଆପଣଙ୍କ ଆଦର୍ଶ, ନିଷ୍ଠା ଓ ଭଲ ପାଇବା ଆମମାନଙ୍କ ଜୀବନରେ ପାଥେୟ ହେଉ। ଆପଣଙ୍କ ହାତ ତିଆରି ଅନୁଷ୍ଠାନ ଆପଣଙ୍କ ଆଶିର୍ବାଦରେ ଆଗେଇ ଚାଲିଛି। ଆବର୍ତନରେ ବି ଆପଣଙ୍କ ଉପସ୍ଥିତି ଆମେ ପ୍ରତିକ୍ଷଣରେ ଅନୁଭବ କରୁଛୁ। ଆଜିର ଏହି ପୂଣ୍ୟ ତିଥିରେ ଆପଣଙ୍କ ଅମର ଆତ୍ମାର ସଦ୍ଗତି ସହ ମହାପ୍ରଭୁ ଜଗନ୍ନାଥ ଶାନ୍ତି ପ୍ରଦାନ କରନ୍ତୁ ଏହାହିଁ ଆମର ପ୍ରାର୍ଥନା।
ଇପିଏ ପରିବାର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
