February 9, 2026
Home » ଶ୍ରୀ ଅନ୍ନ ଅଭିଯାନର ସର୍ବୋଚ୍ଚ ଉତ୍କର୍ଷତା ପାଇଁ କୋରାପୁଟ ଜିଲ୍ଲାକୁ ମାନ୍ୟତା ପ୍ରଦାନ

ଶ୍ରୀ ଅନ୍ନ ଅଭିଯାନର ସର୍ବୋଚ୍ଚ ଉତ୍କର୍ଷତା ପାଇଁ କୋରାପୁଟ ଜିଲ୍ଲାକୁ ମାନ୍ୟତା ପ୍ରଦାନ

0
WhatsApp Image 2025-11-13 at 8.57.22 AM

 

କୃଷି ଐତିହ୍ୟ ଓ ଜୈବ ବିବିଧତା ସଂରକ୍ଷଣରେ ମହିଳାଙ୍କ ଭୂମିକା ସମ୍ପର୍କରେ ଲୋକସେବା ଭବନ କନଭେନସନ ସେଣ୍ଟର, ଭୁବନେଶ୍ୱର ଠାରେ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ମହିଳା କୃଷକ ସମ୍ମିଳନୀ -୨୦୨୫’ ଅନୁଷ୍ଠିତ ହୋଇଯାଇଛି।

ଶ୍ରୀ ଅନ୍ନ ଅଭିଯାନର ଉତ୍କର୍ଷତା ନିମନ୍ତେ ସର୍ବୋଚ୍ଚ ମିଲେଟ ଉତ୍ପାଦନ,ରାଗି କ୍ରୟ ଇତ୍ୟାଦି ପାଇଁ କୋରାପୁଟ ଜିଲ୍ଲାକୁ ମାନ୍ୟତା ପ୍ରଦାନ କରାଯାଇଛି। କୋରାପୁଟର ସମସ୍ତ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ଜିଲ୍ଲାପାଳ, କୋରାପୁଟ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଏହି ଉଲ୍ଲେଖନୀୟ ସଫଳତା ପାଇଁ ନିରନ୍ତର ଉଦ୍ୟମ କରିଥିବା କୃଷକ ଏବଂ କୋରାପୁଟବାସୀଙ୍କୁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଶେଷ ଅଭିନନ୍ଦନ l

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *