March 14, 2025
Home » ସର୍ବ ଭାରତୀୟ ବାବଣ୍ଡl କପ କ୍ରିକେଟ ଟ୍ରୁର୍ଣ୍ଣlମେଣ୍ଟ

ସର୍ବ ଭାରତୀୟ ବାବଣ୍ଡl କପ କ୍ରିକେଟ ଟ୍ରୁର୍ଣ୍ଣlମେଣ୍ଟ

0

ଦେଓଗଡ଼ ଜିଲ୍ଲା ଇନ୍ଧିରାଗାନ୍ଧି ଷ୍ଟûଡିଓମ ଠାରେ ବାବଣ୍ଡl କପ ଚାଲିଛି l ରହର ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ଆରକ୍ଷୀ ଅଧିଖ୍ୟକ ଶ୍ରୀ ଅନିଲ କୁମାର ମିଶ୍ର , ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ କୌସିକ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଥିବିlବେଳେ ଅନୁଷ୍ଠାନ ର ସଭାପତି ଶ୍ରୀ ପ୍ରଣବ କୁମାର ପ୍ରଧାନ ଅଧକ୍ଷତା କରିଥିଲେ l 34 ତମ ବାବଣ୍ଡା କପ ଆରମ୍ଭ ହୋଇଥିବାଳେ ଅତିଥି ମାନଙ୍କୁ ସମ୍ବଧିତ କରାଯାଇଥିଲା।

ଏହି ଟ୍ରୁର୍ଣ୍ଣମେଣ୍ଟ 1990 ମସିହା ରୁ କ୍ରମାଗତ ଭାବେ ଅନୁଷ୍ଠିତ ହୋଇ ଆସୁଛି l ପ୍ରଥମ ଦିବସ ରେ ଦୁଇଟି ଦଳ (1) କଟକ ଟିମ୍ (2) ସୁନ୍ଦରଗଡ ଟିମ୍ ମଧ୍ୟରେ ଖେଳ ଜାରି ରହିଛି। ଏହା ସାତ ଦିନ ଧରି ଚାଲିବ l

ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *