July 16, 2025
Home » ସାଇ ସେବା ଜରାଶ୍ରମ ରେ ଜନ୍ମଦିନ ଓ ବିଭାହ ବାର୍ଷିକୀ ପାଳିଲେ ପ୍ରଶାନ୍ତ

ସାଇ ସେବା ଜରାଶ୍ରମ ରେ ଜନ୍ମଦିନ ଓ ବିଭାହ ବାର୍ଷିକୀ ପାଳିଲେ ପ୍ରଶାନ୍ତ

0
WhatsApp Image 2025-07-08 at 10.08.35 PM (1)

ପାରାଦୀପ – ପାରାଦୀପ ବନ୍ଦର ଚିକିତ୍ସାଳୟ ରେ କାର୍ଯ୍ୟ କରୁଥିବା ପ୍ରଶାନ୍ତ କୁମାର ଲେଙ୍କା (କୁନୁ) ପ୍ରତିବର୍ଷ ଜୁଲାଇ ମାସରେ ଗୋଟିଏ ଦିନ ଅନ୍ତରରେ ପଡୁଥିବା ନିଜ ବିଭାହ ବାର୍ଷିକୀ ଓ ଜନ୍ମଦିନ କୁ ଭିନ୍ନ ଏକ ଢଙ୍ଗରେ ପାଳନ କରିଥାନ୍ତି l ଏଥିରେ ସେ ବିଭିନ୍ନ ଅସହାୟ ଗରିବ ଏବଂ ବୃଦ୍ଧାଶ୍ରମରେ ଖାଦ୍ୟ ବିତରଣ କରିବା ସହ ବସ୍ତ୍ର ପ୍ରଦାନ କରି ସାଧାରଣରେ ଏକ ଉଧାହରଣ ସୃଷ୍ଟି କରିଛନ୍ତି l


ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଦିନ ନିଜ ଜନ୍ମ ଦିନରେ ପାରାଦୀପ ଉପକଣ୍ଠ ସ୍ଥିତ ସାଇ ସେବା ଜରାଶ୍ରମ ରେ କେକ୍ କାଟି ଜରାଶ୍ରମ ଅନ୍ତେବାସୀ ଙ୍କ ସହିତ ଜନ୍ମ ଦିନ ପାଳନ କରିବା ସହିତ ସମସ୍ତ ଙ୍କ ପାଇଁ ଭୋଜି ର ଆୟୋଜନ କରିଥିଲେ l ଶେଷରେ ସମସ୍ତ ଅନ୍ତେବାସୀ ପ୍ରଶାନ୍ତ ଙ୍କୁ ଜନ୍ମଦିନ ର ଅଭିନନ୍ଦନ ଜଣାଇବା ସହ ଆଶୀର୍ବାଦ ପ୍ରଦାନ କରିଥିଲେ l

paradeep ru prasant das nka report epa news

Leave a Reply

Your email address will not be published. Required fields are marked *