July 27, 2025
Home » ସିକିମରେ ଟୁରିଷ୍ଟ ବସ ଦୁର୍ଘଟଣାରେ ଯାଜପୁର ଥିବା ଯାତ୍ରୀ ସୁରକ୍ଷିତ: କୋରାଇ ବିଧାୟକ

ସିକିମରେ ଟୁରିଷ୍ଟ ବସ ଦୁର୍ଘଟଣାରେ ଯାଜପୁର ଥିବା ଯାତ୍ରୀ ସୁରକ୍ଷିତ: କୋରାଇ ବିଧାୟକ

0
WhatsApp Image 2025-05-30 at 2.51.29 PM

ଯାଜପୁର:ସିକ୍କିମର ତିସ୍ତା ନଦୀରେ ଏକ ଟୁରିଷ୍ଟ ବସ୍ ବହୁ ଗଭୀରକୁ ଖସି ପଡ଼ିଥିବା ଦୁର୍ଘଟଣାରେ ୫ଜଣ ମୃତବରଣ କରିବା ସହ ୨୦ରୁ ଅଧିକ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଚିକିତ୍ସା କରାଯାଉଥିବା ବିଭିନ୍ନ ଗଣମାଧ୍ୟମ ଠାରୁ ଖବର ମିଳିଛି । ଏହି ଦୁର୍ଘଟଣା ଗ୍ରସ୍ତ ଗାଡ଼ିରେ ଯାଜପୁର ରୋଡ଼ ବିଜେପିର ଇତିଶ୍ରୀ ଜେନା ଓ ତାଙ୍କ ପରିବାରର ଥିବା ଖବର ପ୍ରଚାରିତ ‌ହେବାପରେ ତାଙ୍କ ପୁଅ_ପୁତୁରା_ସୁରକ୍ଷିତ ଥିବା କୋରାଇ ବିଧାୟକ ଆକାଶ_ଦାସ_ନାୟକ ସୂଚନା ହେଇଛନ୍ତି। -ସିକ୍କିମ ଦୁର୍ଘଟଣାରେ ବିଜେପି ନେତ୍ରୀ ଇତିଶ୍ରୀ ଜେନା ନିଖୋଜ ଘଟଣାରେ ଇତିଶ୍ରୀଙ୍କ ପୁଅ ଓ ପୁତୁରା ସୁରକ୍ଷିତ ଉଦ୍ଧାର ହୋଇଥିବା ବିଧାୟକ ସୂଚନା ଦେଇଛନ୍ତି । କୋରେଇ ବିଧାୟକ ଆକାଶ ଦାସ ନାୟକ ଗଣମାଧ୍ୟମ ନିକଟରେ -‘ଇତିଶ୍ରୀ ଜେନା ପରିବାରର ୧୧ ଜଣଙ୍କ ସହ ବୁଲିବାକୁ ଯାଇଥିଲେ’ -‘୨ଟି ଗାଡ଼ିରେ ଯାଇଥିବାବେଳେ ଗୋଟିଏ ଗାଡ଼ି ଖାଇରେ ଗଳିପଡ଼ିଥିଲା’ କହିଛନ୍ତି।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *