December 25, 2025
Home » ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ଅଚାନକ ପରିଦର୍ଶନ, ଧରାପଡ଼ିଲେ ମଦୁଆ କର୍ମଚାରୀ

ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ଅଚାନକ ପରିଦର୍ଶନ, ଧରାପଡ଼ିଲେ ମଦୁଆ କର୍ମଚାରୀ

0
WhatsApp Image 2025-10-16 at 4.51.22 PM

ସୁବର୍ଣ୍ଣପୁର:  ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ବିନା ପୂର୍ବ ସୂଚନାରେ ଜଳଛାୟା ପ୍ରକଳ୍ପ କାର୍ଯ୍ୟାଳୟକୁ ଅଚାନକ ଗସ୍ତ ଓ ପରିଦର୍ଶନ କରିଥିଲେ l ଏହି ପରିଦର୍ଶନ ସମୟରେ ସୁବର୍ଣ୍ଣପୁର ଜଳଛାୟା ପ୍ରକଳ୍ପ କାର୍ଯ୍ୟାଳୟରେ ଜଣେ ବରିଷ୍ଠ କିରାଣୀ ଟେବୁଲ ଉପରେ ଗୋଡ ରଖି ସଂପୂର୍ଣ୍ଣ ନିଶାସକ୍ତ ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ l ସମ୍ପୃକ୍ତ କିରାଣୀ ଙ୍କ ମଦ ଗନ୍ଧ ଯାଞ୍ଚ କରି ତୁରନ୍ତ ସେଠାରେ ଜିଲ୍ଲାପାଳ ତତକ୍ଷଣାତ ସେହି କାର୍ଯ୍ୟାଳୟ ରେ ହିଁ ନିଲମ୍ବନ ଆଦେଶ ପ୍ରଦାନ କରିଥିବା ସୂଚନା ମିଳିଛି l ସବିଶେଷ ବିବରଣୀ କୁ ଅପେକ୍ଷା କରାଯାଇଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *