June 30, 2025
Home » ସୋନପୁରର ପ୍ରିତେଶ୍ୱର ସାହୁଙ୍କୁ ଜ୍ଞାନପ୍ରକାଶ ନେସନାଲ ସ୍ଟୁ ଡେଣ୍ଟ ଆୱାର୍ଡ

ସୋନପୁରର ପ୍ରିତେଶ୍ୱର ସାହୁଙ୍କୁ ଜ୍ଞାନପ୍ରକାଶ ନେସନାଲ ସ୍ଟୁ ଡେଣ୍ଟ ଆୱାର୍ଡ

0
WhatsApp Image 2025-06-26 at 3.33.50 PM-------

ସୁବର୍ଣ୍ଣପୁର: ଭୁବନେଶ୍ୱର ଜୟଦେବ ଭବନ ଠାରେ ଜ୍ଞାନପ୍ରକାଶ ତରଫ ରୁ ଆୟୋଜିତ ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ସଭାରେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର (ମଝିପଡ଼ା)ର ଛାତ୍ର ପ୍ରିତେଶ୍ୱର ସାହୁଙ୍କୁ ଜ୍ଞାନପ୍ରକାଶ ନେସନାଲ ସ୍ଟୁଡେଣ୍ଟ ଆୱାର୍ଡ ସମ୍ମାନ ରେ ସମ୍ମାନୀତ କରାଯାଇଛିl ଶିକ୍ଷାକ୍ଷେତ୍ର ରେ ଅବଦାନ ପାଇଁ ମାନପତ୍ର, ଟ୍ରଫି ଓ ପୁଷ୍ପଗୁଚ୍ଛ ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଛି l ଶ୍ରୀ ସାହୁ ବର୍ତ୍ତମାନ ସାଇ ଇଣ୍ଟର ନେସନାଲ ସ୍କୁଲ କଟକ ର ଅଷ୍ଟମ ଶ୍ରେଣୀ ର ଛାତ୍ର ଏବଂ ସୋନପୁର ମଝିପଡ଼ା ନିବାସୀ ପୁରନ୍ଦର ସାହୁ ଓ ପଙ୍କଜିନୀ ସାହୁଙ୍କ ପୁତ୍ର ଅଟନ୍ତି l ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟୁଛି l

ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *