February 23, 2026
Home » ସ୍ନେହୀ ସମାଜ ବଡ଼ଗଡ ଶାଖାର ବାର୍ଷିକ ଉତ୍ସବ

ସ୍ନେହୀ ସମାଜ ବଡ଼ଗଡ ଶାଖାର ବାର୍ଷିକ ଉତ୍ସବ

0
WhatsApp Image 2026-02-23 at 1.50.35 PM

ଭୁବନେଶ୍ଵର, ସ୍ନେହୀ ସମାଜ ବଡ଼ଗଡ ଶାଖାର ବାର୍ଷିକ ଉତ୍ସବ ସ୍ଥାନୀୟ ଭଞ୍ଜ କଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଛି  l ଏଥିରେ ସ୍ନେହୀ ସମାଜ ଭୁବନେଶ୍ବର ସଭାପତି ଡ଼. ଅନନ୍ତ ଚରଣ ସାହୁ ମୁଖ୍ୟ ଅତିଥ୍, ପୂର୍ବତନ ସଭାପତି ବିଶ୍ବନାଥ ସୁବୁଦ୍ଧି ମୁଖ୍ୟବକ୍ତା, ପୂର୍ବତନ କର୍ପୋରେଟର ବନ୍ଦନା ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲୋ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମର ସୁଯୋଗ ନେବା ସହ ରାଜ୍ୟକୁ ଉନ୍ନତି ପଥରେ ଆଗେଇ ନେବାକୁ ହେବା ସ୍ନେହୀ ସମାଜର ଏକତା, ସମାଜ ମଙ୍ଗଳ କାର୍ଯ୍ୟକ୍ରମ,ସେମାନଙ୍କର ଶାନ୍ତି, କର୍ତ୍ତବ୍ୟପୂର୍ଣ, ଦାୟିତ୍ବବାନ କୌଳିକ ଜୀବନ ଜିବୀକା ନିର୍ବାହକୁ ଅତିଥିମାନେ ଭୂୟସୀ ପ୍ରସଂଶା କରିଥିଲୋ ବିଜୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ପ୍ରକାଶ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ଵ ହାସଲ କରିଥିବା ମହିଳା ଓ ଶିଶୁଙ୍କୁ ପୁରସ୍କୃତ କରଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା
ε

Leave a Reply

Your email address will not be published. Required fields are marked *