April 1, 2026
Home » ଆୟ ବର୍ହିଭୂତ ସମ୍ପତ୍ତି ଠୁଳ,ସହକାରୀ ଯନ୍ତ୍ରୀଙ୍କ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢାଉ

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ,ସହକାରୀ ଯନ୍ତ୍ରୀଙ୍କ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢାଉ

0
WhatsApp Image 2026-03-26 at 9.44.18 AM

 

ପୋଲସରା: ଭଞ୍ଜନଗର ଡହ ଜଳ ସେଚନ ପ୍ରକଳ୍ପର ସହକାରୀ ଯନ୍ତ୍ରୀ ପଞ୍ଚୁ ବେହେରା ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢାଉ।ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ୫ ଗୋଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି।

ବ୍ରହ୍ମପୁର ବସନ୍ତ ବିହାରର ରହୁଥିବା ଘରେ, ଭଞ୍ଜନଗର ସରକାରୀ କ୍ୱାର୍ଟର ଓ ଭଞ୍ଜନଗର ଅଫିସ, ପୈତୃକ ଘର ପୋଲସରା ରାଣିପଡା ଏବଂ ତାଙ୍କ ସମ୍ପର୍କୀୟମାନଙ୍କ ଘର ବ୍ରହ୍ମପୁର ଭିମ ନଗର ରେ ଚଢାଉ ଜାରୀ ଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ଜଣାପଡିଛି।

 

polasara ru hrusikesh nayak nka report

Leave a Reply

Your email address will not be published. Required fields are marked *