July 8, 2026
Home » ଏକ ସପ୍ତାହ ବ୍ୟାପୀ ବନ ମହୋତ୍ସବ ପାଳନ ର ସପ୍ତମ ଦିନ

ଏକ ସପ୍ତାହ ବ୍ୟାପୀ ବନ ମହୋତ୍ସବ ପାଳନ ର ସପ୍ତମ ଦିନ

0
WhatsApp Image 2026-07-07 at 7.33.43 PM

 

ବ୍ରହ୍ମପୁର ,ଗୋଷଣିଁ ନୂଆଗାଁ ବାଳିକା ବିଦ୍ୟାଳୟ ପରିସରରେ ବୃକ୍ଷ ପ୍ରେମୀ ସୁବାଷ ଚନ୍ଦ୍ର ମହାରଣାଙ୍କ ତତ୍ତ୍ଵାବଧାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆଥିତି ପୂର୍ବତନ ଏମ ପି ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ପୂର୍ବତନ ବିଧାୟକ ଡ଼ା ରମେଶ ଚନ୍ଦ୍ର ଚାୟୁ ପଟ୍ଟନାୟକ,ଅନୀଲ କୁମାର ସାହୁ, ଧୀରଜ ସାବତ, ମୁକୁନ୍ଦ ଗୌଡ଼,ବିଟୁ ଦଳେଇ, ଶଙ୍କର ବେହେରା ,ପ୍ରଫେସର ଅମୁଲ୍ୟ ତ୍ରିପାଠୀ, ସିମାଞ୍ଚଳ ବେହେରା, ପଙ୍କଜ ସାବତ,କୈଳାସ ପଟ୍ଟନାୟକ, ଋଷିକେଶ, ମୋନୋଜ୍ ରାଉଳ, ଜେ ରାମାରାଓ,ପ୍ରଭାକର ମହାନ୍ତି, ଅରୁଣ ମିଶ୍ର, ଜିତେନ୍ଦ୍ର ପଟ୍ଟନାୟକ,ନାଗେଶ୍ଵର ରାଓ ଦୋରା, ଏନ ରାମ ପ୍ରସାଦ ରାଓ, ଏଵଂ ସମସ୍ତ ସ୍କୁଲର ଶିକ୍ଷୟତ୍ରୀ, ଛାତ୍ରୀ ସମେତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ

Leave a Reply

Your email address will not be published. Required fields are marked *