August 20, 2026
Home » ଏସ ଏସ ଜି ଗ୍ରୁପ ପ୍ରେସିଡେଣ୍ଟ ଙ୍କୁ ଆକ୍ରମଣ

ଏସ ଏସ ଜି ଗ୍ରୁପ ପ୍ରେସିଡେଣ୍ଟ ଙ୍କୁ ଆକ୍ରମଣ

0
WhatsApp Image 2024-07-30 at 10.11.29 AM

କେନ୍ଦୁଝର ଜିଲ୍ଲା ର ମଣ୍ଡୁଆ ବ୍ଲକ ssg group ର ec ପ୍ରେସିଡେଣ୍ଟ ଝରଣା ସାହୁ ଙ୍କୁ ମାଡ ମାରିଛନ୍ତି ତାଙ୍କରି group ର ନୂଆ ମେମ୍ବର ମାନେ l ଖବର ଅଛି ଯେ ବିନା ଜଣେଇ BM ec group ରୁ ପ୍ରେସିଡେଣ୍ଟ ସହ ଆଠ ଜଣ ମେମ୍ବର ଙ୍କୁ ତାଙ୍କ ପଦବୀ ରୁ ବାହାର କରି ନୂଆ ମେମ୍ବର ରଖି ଦେଇଛନ୍ତି l

ଯେତେ ବେଳେ ବାହାର କରା ଯାଇଥିବା ମେମ୍ବର ବାହାର କରିବାର କାରଣ ପଚାରିଲେ BM, ପ୍ରେସିଡେଣ୍ଟ ଯିଏ କି ଜଣେ ମହିଳା ଙ୍କୁ ହାଥ ଧରି ଟାଣିକି ଅନ୍ୟ ମହିଳା ଙ୍କ ଭିଡ ରେ ଠେଲି କହିଲେ ମାର ୟାକୁ ଏବଂ ମହିଳା ମାନେ ପ୍ରେସିଡେଣ୍ଟ ଙ୍କୁ ଖୁବ ପିଟି ଦେହ ହାତ ଖଣ୍ଡିଆ- ଖାବ୍ରା କରି ଦେଇଛନ୍ତିl ଗାଁ ର ଜଣେ ଯୁବକ ପୀଡିତା ମହିଳା ମାନଙ୍କୁ ଗାଁ ରୁ ବାହାରି ଯିବାକୁ ଧମକ ଦେଇଥିଲା l ପୀଡିତା ମହିଳା ମାନେ ଥାନା ରେ ଅଭିଯୋଗ କରିଛନ୍ତି l

କେନ୍ଦୁଝର ରୁ ଓ ଭି ରଞ୍ଜନା ଙ୍କ ରିପୋର୍ଟ l
ଇ ପି ଏ (ଇଷ୍ଟର୍ଣ ପ୍ରେସ ଏଜେନସି )

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed